Monthly Archives

August 2023

ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

ପୁରୀ : ପୁରୀ ଜଟିଆବାବାଜୀ ଛକରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ନରେନ୍ଦ୍ର କୋଣ ଗୋପବନ୍ଧୁ କଲୋନୀର ଲଡୁ ନାୟକ । ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ମୁଣ୍ଡକୁ ସଣ୍ଡୁଆସି ଓ ଲୁହା ପାଇପରେ ଆଘାତ କରାଯାଇଛି ।…
Read More...

ବିଜେପି ଜିଲ୍ଲା ସଭାପତିଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁର: ଜିଲ୍ଲା ବିଜେପି ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ପ୍ରଭାସ ଲଜରେ ଅନୁଷ୍ଠିତ ହୋଇଛି । ଏଥିରେ ବରିଷ୍ଠ ନେତା ବଳରାମ ସିଂହ ଯାଦବ ବିଜେପିର ପ୍ରାଥମିକ ସଦସ୍ୟ ନ ଥିବା ଓ ୨୦୧୯ ରେ ବଳଦେବ ପ୍ରସାଦ ବେଦବାକ୍‌ ବିଜେପି…
Read More...

ଦିନକ ପରେ ରକ୍ଷା ବନ୍ଧନ, ବଜାରରେ ପ୍ରବଳ ଭିଡ଼

ନୂଆପଡ଼ା : ଦିନକ ପରେ ରକ୍ଷା ବନ୍ଧନ, ଭାଇ ଭଉଣୀର ସ୍ନେହ ଶ୍ରଦ୍ଧାର ପବିତ୍ର ପର୍ବ । ଏଥିପାଇଁ ଏବେ ରାକ୍ଷୀ ବଜାରରେ ଭିଡ ଦେଖିବାକୁ ମିଳିଛି । ଖଡ଼ିଆଳ ଅଞ୍ଚଳରେ ଶତାଧିକ ରାକ୍ଷୀ ଷ୍ଟଲ ଖୋଲିଥିବା ବେଳେ ବିଭିନ୍ନ ପ୍ରକାରର ରାକ୍ଷୀ ବିକ୍ରି ହେଉଛି । ପକେଟ୍‌ କୁ ସୁହାଇଲା ପରି ଦାମରେ ଦୋକାନୀ…
Read More...

ବିପୁଳ ପରିମାଣରେ ଦେଶୀ ମଦ ନଷ୍ଟ କଲା ଅବକାରୀ ବିଭାଗ

କଟକ:ଆଠଗଡ ବନଖଣ୍ଡ ଅନ୍ତର୍ଗତ ଡାଳୁଆ ଏବଂ ଖଣ୍ଡୁଆଳି ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ଦେଶୀମଦ କାରଖାନା ଉପରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀମଦ ଓ ମଦ ପ୍ରସ୍ତୁତ ପାଇଁ ରହିଥିବା ଗୁଡ଼ପୋଚ ଜବତ କରି ତାକୁ ଘଟଣା ସ୍ଥଳରେ ନଷ୍ଟ କରିଥିବା ଜଣାପଡିଛି । ଜିଲ୍ଲା…
Read More...

ଗତିକେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ +୩ ଡିଗ୍ରୀ କଲେଜର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଳିସାହି ଗତିକେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ବିଧାୟକ ରମେଶ ଚନ୍ଦ୍ର ବେହେରା । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଅନୁଦାନ ରାଶିରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ…
Read More...

ଜାତୀୟ କ୍ରୀଡା ଦିବସ ପାଳିତ

ପୁରୀ : କିମ୍ବଦନ୍ତୀ କ୍ରିଡାବିତ ଧ୍ୟାନଚାନ୍ଦଙ୍କ କ୍ରୀଡା ପ୍ରତିଭା ଅତୁଳନୀୟ । ସମଗ୍ର ବିଶ୍ୱ ତାଙ୍କ ଚମତ୍କାର କ୍ରୀଡା ନୈପୁଣ୍ୟରେ ଅଭିଭୂତ ହୋଇଥିଲା । ତେଣୁ ଯେବେ ଯାଏ ପୃଥିବୀରେ କ୍ରୀଡା ଚାଲିଥିବ ସେବେ ଯାଏ ଧ୍ୟାନଚାନ୍ଦ ଅମର ରହିଥିବେ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି ।ଜାତୀୟ…
Read More...

ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ୍‌ଙ୍କ ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ଆସି ନୂତନ ଦାଥୁନାମା କ୍ୟାମ୍ପ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ବେଳେ କ୍ୟାମ୍ପ ଆସିଷ୍ଟାଣ୍ଟ କମାଣ୍ଡଡେଣ୍ଟ ଉପସ୍ଥିତ ରହିଥିଲେ । ଗତକାଲି ରାୟପୁର ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…
Read More...

ସୁନା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ ସହ ଗୁଳିମାଡ଼,ଲୁଟିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍‌

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଡକାୟତି । ବାଲିଗୁଡ଼ା ବଜାର ନେହେରୁ ଛକ ସ୍ଥିତ ମା'ପାଟ୍ଟଖଣ୍ଡା ଅଳଙ୍କାର ଦୋକାନ ମାଲିକଙ୍କ ହାତକୁ ଖଣ୍ଡାରେ ଆକ୍ରମଣ କରିବା ସହ ଗୁଳିକରି ହାତରୁ ଦୁର୍ବୃତ୍ତ ଝାମ୍ପିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍‌ । ବ୍ୟବସାୟୀ ସୁବାଷ ଆଚାରୀ ଗୁରୁତର…
Read More...

ମୁହାଁମୁହିଁ ଧକ୍କା ହେଲା ଦୁଇ ବାଇକ୍‌, ସମିତି ସଭ୍ୟାଙ୍କ ସ୍ୱାମୀ ମୃତ,୫ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ପତୋରା ପାଣିଟାଙ୍କି ନିକଟରେ ଦୁଇ ବାଇକ ମୁହାଁମୁହିଁ ହୋଇଛି । ଏଥିରେ ଚୁଲାଭାଟ ସମିତିସଭ୍ୟାଙ୍କ ସ୍ୱାମୀ ଜୟ ସାହୁଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୫ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଆଜି ପତୋରା ପାଣିଟାଙ୍କି ନିକଟରେ ବାଇକ…
Read More...

ଦ୍ୱାରବନ୍ଧ ଓ ଝରକା ବୋଝେଇ କାଠ ପିକଅପ ଭ୍ୟାନ ଜବତ, ଦୁଇ ଗିରଫ

ପାଟଣାଗଡ : ପାଟଣାଗଡ଼ ରେଞ୍ଜ ଲରମ୍ଭା ଅନ୍ତର୍ଗତ ଦମକିପାଲି ଓ ଡଙ୍ଗବାହଲ ରାସ୍ତାରେ ଗତକାଲି ରାତ୍ରୀ ସମୟରେ ଲରମ୍ଭା ସେକସନ ଫରେଷ୍ଟର ପ୍ରିୟବ୍ରତ ନାୟକ ଓ ତାଙ୍କ ଷ୍ଟାପ ପେଟ୍ରୋଲିଂ କରୁଥିବା ସମୟରେ ବନ ବିଭାଗ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏକ ମିନି ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ…
Read More...