Monthly Archives

September 2023

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର,୪/୯- ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ…
Read More...

ଓଡିଶା ପୁନର୍ଗଠନ ପାଇଁ ରାଜ୍ୟସ୍ତରୀୟ ଯୁବ ଶିବିର ଉଦଯାପିତ

ହରଭଙ୍ଗା,୪/୯- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ତିନିଦିନିଆ ରାଜ୍ୟସ୍ତରୀୟ ଯୁବଶିବିର ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ସକାଳୁ ଏକ ସଦଭାବନା ପଦଯାତ୍ରା କଲେଜ ପରିସରରୁ ବାହାରି ଭୈରବୀ ମନ୍ଦିର ପର୍ଯ୍ୟନ୍ତ ଯାଇ ଲୋକଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ ।…
Read More...

ଜାଗା ମିଶନରେ ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ପୂର୍ବତନ କାଉନସିଲରଙ୍କ ଦାବିପତ୍ର…

ପୁରୀ : ଜାଗା ମିଶନରେ ସ୍ଥାୟୀ ପଟ୍ଟା ପାଇବାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର । ପୁରୀ ପୌରପାଳିକାର ପୂର୍ବତନ କାଉନସିଲରମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନ…
Read More...

ଗାଜିଆବାଦ୍‌ରେ ଓକିଲଙ୍କୁ ହତ୍ୟା ପ୍ରତିବାଦରେ ଜିଲ୍ଲା ଓକିଲ ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି,୪/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି । ପ୍ରକାଶଥାଉକି ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ କାର୍ଯ୍ୟରତ ଓକିଲଙ୍କୁ ହତ୍ୟା କରିବା ଘଟଣାରେ ଜିଲ୍ଲା ଓକିଲ…
Read More...

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଦାବିପତ୍ର ପ୍ରଦାନ କଲା ବିଜେପି

ନୂଆପଡ଼ା,୪/୯- ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ରାଜ୍ୟବ୍ୟାପି ଆନ୍ଦୋଳନ ମୁତାବକ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଘେରାଉକରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ ପାଇଁ ହୋଇଥିବା ନିଷ୍ପତ୍ତି ମୁତାବକ ନୂଆପଡା ଜିଲ୍ଲାରେ ମଧ୍ୟ…
Read More...

ପିକଅପ ଭ୍ୟାନ ଓ ଟଙ୍କା ଛଡାଇବା ଘଟଣା, ୩ ଜଣଙ୍କୁ ଗିରଫ କଲା ଚମ୍ପୁଆ ପୋଲିସ

ଚମ୍ପୁଆ: ଗତ ୨ ତାରିଖ ଚିମିଳାଠାରେ ପିକଅପ ଭ୍ୟାନ ସହ ଟଙ୍କା ଛଡାଇ ନେବା ଘଟଣାରେ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିବାରେ ଚମ୍ପୁଆ ପୋଲିସ ସଫଳ ହୋଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨ ତାରିଖ ରାତି ୯.୩୦ ମିନିଟ ସମୟରେ କୁମାରଡୁଙ୍ଗି ଅଂଚଳର ଦିନେଶ ପଲେଇ ଓ ତାଙ୍କ ସାଙ୍ଗ…
Read More...

ଫୁଲବାଣୀ ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଫୁଲବାଣୀ,୪/୯: ଉତ୍ତରପ୍ରଦେଶର ଗାଜିଆବାଦ ଠାରେ ନିଜ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ କରୁଥିବାବେଳେ ଜଣେ ଓକିଲଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାକୁ ଫୁଲବାଣୀ ବାର ଆସୋସିଏସନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହାର ପ୍ରତିବାଦରେ ଫୁଲବାଣୀ ଓକିଲ ସଂଘ ପକ୍ଷରୁ ସଭାପତି ଭଗବାନ…
Read More...

ଶିକ୍ଷୟତ୍ରୀଙ୍କ ମହାନତା, ରେଡକ୍ରସ ପାଣ୍ଠିକୁ ଦାନ କଲେ ପାଞ୍ଚ ଲକ୍ଷ ଟଙ୍କା

ନନ୍ଦାହାଣ୍ଡି : ମହାନତା ଦେଖେଇଛନ୍ତି ଶିକ୍ଷୟତ୍ରୀ । ନିଜ ମୃତ ଝିଅର ମେଧାବୀ ପୁରସ୍କାର ରାଶି ପାଞ୍ଚ ଲକ୍ଷ ଟଙ୍କାକୁ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ଦାନ କରି ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲାପାଳ ଚେକ୍‌ ଆକାରରେ ଏହି ଅର୍ଥ ରାଶି ଗ୍ରହଣ କରିଛନ୍ତି । ଆଜି ନବରଙ୍ଗପୁର ଜିଲ୍ଲା ପୌରପାଳିକାଠାରେ…
Read More...

ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି

ପୁରୀ : ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅର୍ଥାତ୍‌ ରେଖାପଞ୍ଚମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା । ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ…
Read More...

ଦମକଳ ଗାଡ଼ି ଧକ୍କାରେ ଓଲଟିଲା ଅଟୋ, ଅଟୋ ଚାଳକ ଗୁରୁତର

ବାଲିଗୁଡ଼ା: ଦମକଳ ଗାଡ଼ି ଧକ୍କାରେ ଓଲଟିଲା ଅଟୋ । ଫଳରେ ଅଟୋ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଦମକଳ ଗାଡ଼ିରେ ଥିବା ଅଗ୍ନିଶମ କର୍ମଚାରୀ ଆହତ ଅଟୋ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା ଜଣାପଡ଼ିଛି । ଏଭଳି ଘଟଣା…
Read More...