Monthly Archives

September 2023

ପରମ୍ପରା ବଜାୟ ରଖିଛନ୍ତି ଧଣ୍ଡରା ଅଞ୍ଚଳବାସୀ, ନୂଆଖାଇ ଅବସରରେ ଅଦ୍ୱିତୀୟ ପର୍ବ ମନାଉଛନ୍ତି “ଡଙ୍ଗରି…

ନନ୍ଦାହାଣ୍ଡି : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ମୁଖ୍ୟ ଗଣପର୍ବ ହେଉଛି ନୂଆଖାଇ । ଅନେକ ଦୂର ଦୂରାନ୍ତ କର୍ମକ୍ଷେତ୍ରରୁ ଫେରି ଆସନ୍ତି ନିଜ ଭିଟାମାଟିକୁ ଏହି ପର୍ବ ପାଳନ ପାଇଁ ଲୋକେ । ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକବାସୀ ମଧ୍ୟ ବାଦ ପଡି ନାହାଁନ୍ତି ଏହି ପର୍ବ ପାଳନରୁ । ଗତକାଲି…
Read More...

କିଡନୀ ରୋଗରେ ପୀଡ଼ିତ ଝିଅକୁ ରକ୍ତ ଦାନ କଲେ ଟିମ ହ୍ୟୁମାନିଟି ସଦସ୍ୟ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ରୁକାନବାଡି ଗ୍ରାମର ତରୁଣ ନାୟକଙ୍କ ଝିଅ ତେଜସ୍ୱିନୀ ନାୟକ ବୟସ ମାତ୍ର ୧୪ । ଏକ ବର୍ଷ ତଳୁ ଦେହ ଅସୁସ୍ଥ ହେବାରୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପରେ କିଡନୀ ରୋଗରେ ପୀଡିତ ଥିବା ଜଣାପଡିଥିଲା । ପର ଘରେ ମା ମୂଲ ଖଟୁଥିବା…
Read More...

ନିଖିଳ ଉତ୍କଳ ବିଶ୍ୱକର୍ମା ସମିତିର ରାଜ୍ୟସ୍ତରୀୟ ବୈଠକ

ପୁରୀ : ନିଖିଳ ଉତ୍କଳ ବିଶ୍ୱକର୍ମା ସମିତିର ରାଜ୍ୟସ୍ତରୀୟ ବୈଠକ ପୁରୀ ଶାଖା ଆନୁକୁଲ୍ୟରେ ଶରଧାବାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମିତିର କୋଣାର୍କଠାରେ ଥିବା ଜମି ଓ ଏହାର ଆନୁସଙ୍ଗିକ ବିକାଶ ପାଇଁ ଏକ ପରିଷଦ ଗଠନ କରାଯାଇଥିଲା । ପରିଷଦର ଅଧ୍ୟକ୍ଷ ଭାବେ ପୂର୍ତ୍ତ ବିଭାଗର…
Read More...

ନଦୀ ପଠାରେ ହସୁଛି କାଶତଣ୍ଡୀ, କବି ବିଭୋର

ହରଭଙ୍ଗା : ପ୍ରକୃତିର ଏକ ବିଚିତ୍ର ସୃଷ୍ଟି, ପାର୍ବଣକୁ ସ୍ୱାଗତ କରିବା ପାଇଁ ସଜେଇ ହେଲାଣି ପ୍ରକୃତି ରାଣୀ । ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ଦୁର୍ଗାପୂଜା । ମାଙ୍କ ଆଗମନକୁ ନେଇ ପୁଲକିତ ହୋଇ ଉଠିଲାଣି ଧରଣୀରାଣୀ । ଶସ୍ୟ ଶ୍ୟାମଳା ଧରଣୀ ଆଜି ନିଜର ପାତିଆର ବିସ୍ତାର…
Read More...

ଟ୍ରାକ୍ଟର ଚପାରେ ଡ୍ରାଇଭର ମୃତ

ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ବଡନଇ ଗ୍ରାମରେ ଗତ ରାତି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଟ୍ରାକ୍ଟରଟି ରାସ୍ତା କଡକୁ ପଶି ଯିବାରୁ ଚାଳକ ଖସିପଡି ତାର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏ ନେଇ ଚମ୍ପୁଆ ପୋଲିସ ପକ୍ଷରୁ କେସ ନମ୍ବର ୧୫୦/୨୦୨୩ ରୁଜୁ କରି ଟ୍ରାକ୍ଟରକୁ ଜବତ କରିବା ସହ ମୃତଦେହକୁ…
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ନୂଆଁଖାଇ ଧୁମ୍‌ ଧାମରେ ପାଳିତ

ସୁବର୍ଣ୍ଣପୁର:ଆଜି ସମଗ୍ର ପଶ୍ଚିମ ଓଡିଶାରେ ପାଳିତ ହୋଇଛି ଗଣପର୍ବ ନୂଆଖାଇ । ଏଥିପାଇଁ ଆଜି ସାରା ପଶ୍ଚିମ ଓଡିଶା ବେଶ ଚଳଚଞ୍ଚଳ ହୋଇଉଠିଥିଲା । ଏହା ଏକ କୃଷି ଭିତ୍ତିକ ଲୋକପର୍ବ ହେଇଥିବା ବେଳେ ଚାଷୀ ତା ନିଜ ଉତ୍ପାଦିତ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଥାଏ ।…
Read More...

ଏବର୍ଷ ହରଗୌରୀ ଯାତ୍ରାରେ ଖର୍ଚ୍ଚ ହେବ ୨୫ଲକ୍ଷ ଟଙ୍କା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଠାରୁ ୪ନଭେମ୍ବର ପର୍ଯ୍ୟନ୍ତ ସହରର ଢେରାପଡା ଠାରେ ଆୟୋଜିତ ହେବ । ଏଥିପାଇଁ ଆଜି ସ୍ଥାନୀୟ ବୁଢ଼ିମା କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତି ୨ବର୍ଷରେ ଥରେ…
Read More...

ପ୍ରମିଳା ମଲ୍ଲିକ ହେଲେ ବିଜେଡିର ବାଚସ୍ପତି ପ୍ରାର୍ଥୀ

ଭୁବନେଶ୍ୱର: ଯାଜପୁର ବିଞ୍ଛାରପୁର ବିଧାୟିକା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି | ନୂଆଁଖାଇ ପାଇଁ ୨୧ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ୨୧ ତାରିଖରେ ନାମାଙ୍କନ ଦାଖଲ ହେବାକୁ ଥିବା…
Read More...

ଗଣେଶ ପୂଜାରେ ବାସି ଭୋଗ ଖାଇ ୫୦ରୁ ଊଦ୍ଧ୍ୱର୍ ଗୁରୁତର

ହରଭଙ୍ଗା:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ମୂଷାଢ଼ ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି । ଗୋଟିଏ ପଟେ ପଶ୍ଚିମ ଓଡିଶା କୃଷି ଭିତ୍ତିକ ଗଣ ପର୍ବ ମହା ଆନନ୍ଦରେ ପାଳିତ ହେଉଥିବା ବେଳେ ଅନ୍ୟ ପଟେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ୫୦ରୁ ଉଦ୍ଧ୍ୱର୍ ଶିଶୁ ଓ…
Read More...

ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ଲାଗିଲା ନବାନ୍ନ

ବୌଦ୍ଧ,୨୦/୯:- ସମଗ୍ର ପଶ୍ଚିମ ଓଡିଶା ଆଜି ପାଳନ କରୁଛି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏହି ଅବସରରେ ଆଜି ବୌଦ୍ଧ ଜିଲ୍ଳା ପୁରପଲ୍ଲୀ ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇପଡିଛି । ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ସକାଳ ୮ ଟାରେ ନବାନ୍ନ ଲାଗି…
Read More...