Monthly Archives

December 2023

ନୂଆଗାଁ ବ୍ଲକ ପରିସରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର,୯୮ଟି ମାମଲା ତୁରନ୍ତ ସମାଧାନ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ପରିସରରେ ଥିବା ରାଜୀବଗାନ୍ଧି ସଦଭାବନା ଗୃହରେ ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଲକ୍‌ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ , ଅତିରିକ୍ତ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା , ନୂଆଗାଁ…
Read More...

ପୁରୀ ପୋଲିସର ଏନକାଉଣ୍ଟର

ପୁରୀ : ପୁରୀ ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ବ୍ରହ୍ମଗିରିର ସନ୍ତୁ ଓରଫ୍‌ ସନ୍ତୋଷ ବାରିକ ଗୁରୁତର । ଏକ ଦୁର୍ଘଟଣାରେ ମାମଲାରେ ସେହି ଅଞ୍ଚଳର ଶୁଭ ସାହୁଙ୍କ ଘରକୁ ବନ୍ଧୁକ ଧରି ପଶିଥିଲା । ତାଙ୍କ ଝିଅ ଝିଲ୍ଲୀ ସାହୁକୁ ଗୁଳିମାଡ କରି ଫେରାର ଥିଲା ସନ୍ତୁ ଓରଫ୍‌ ସନ୍ତୋଷ । ଖବର ପାଇ…
Read More...

ଆକ୍ସନ ମୁଡ୍‌ରେ ବାଲିଗୁଡ଼ା ପୋଲିସ୍‌,ଦୁଇ ଦିନରେ ଅମାନିଆ ଗାଡ଼ି ଚାଳକଙ୍କଠାରୁ ୭୯ ହଜାର ଫାଇନ୍‌ ଆଦାୟ

ବାଲିଗୁଡ଼ା: ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍‌ ଏବେ ଆକ୍ସନ୍‌ ମୁଡ୍‌ ରେ ଥିବା ଦେଖିବାକୁ ମିଳିଛି । ଗତ ଦୁଇଦିନ ମଧ୍ୟରେ ଅମାନିଆ ଗାଡ଼ି ଚାଳକଙ୍କ ଠାରୁ ୭୯ ହଜାର ଟଙ୍କା ଫାଇନ୍‌ ଆଦାୟ ହୋଇଥିବା ପୋଲିସ୍‌ ସୂତ୍ରରୁ ଜଣାପଡ଼ିଛି ।…
Read More...

ଆଜି ହେବ ଛତିଶାନିଯୋଗ ବୈଠକ, ନିଆଯାଇପାରେ ବଡ ନିଷ୍ପତ୍ତି

ପୁରୀ : ଆଜି ନୀଳାଦ୍ରି ଭକ୍ତନିବାସ ଠାରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ । ଚଳିତମାସ ୧୬ ରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ସହ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଧନୁ ସଂକ୍ରାନ୍ତି ଓ ଜାନୁୟାରୀ ୨୫ ତାରିଖରେ ହେବାକୁ ଥିବା…
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ

ପୁରୀ : ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ମଧ୍ୟ କରିଥାନ୍ତି । ଚର୍ତୁଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ…
Read More...

ସ୍ପେଶାଲ୍‌ ଡ୍ରାଇଭ କାର୍ଯ୍ୟକ୍ରମରେ ପୁରୀ ପରିବହନ ବିଭାଗର ସଫଳତା

ପୁରୀ: ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗତ ୧ ତାରିଖରୁ ୭ ତାରିଖ ଯାଏ ମଙ୍ଗଳାଘାଟ ରୋଡରୁ ଜିଲ୍ଲାର ବିଭିନ୍ନ ରୋଡରେ ହୋଇଥିବା ସ୍ପେଶାଲ୍‌ ଡ୍ରାଇଭ କାର୍ଯ୍ୟକ୍ରମରେ ପରିବହନ ବିଭାଗ ପକ୍ଷ ୁ ସମୁଦାୟ ୬୬୪ ଗୋଟି ଚାଲାଣ ହୋଇଥିବା ବେଳେ ୪୭ ଲକ୍ଷ ୫୩ ହଜାର ୬୩୮ ଟଙ୍କା ଫାଇନ୍‌…
Read More...

ସ୍ୱାମୀ ସାଜିଲା ପିଶାଚକ : ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ କଲା ଆତ୍ମ ସମର୍ପଣ

ଦଶପଲ୍ଲା : -ସ୍ୱାମୀ ସାଜିଲା ପିଶାଚକ, ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ କଲା ଆତ୍ମ ସମର୍ପଣ । ନୟାଗଡ ଜ଼ିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଚ୍ଛା ଥାନା ବିଡାପାଜୁ ଗ୍ରାମରେ ଦେଖାଦେଇଛି ଏହି ଘଟଣା । ଆଜି ସନ୍ଧ୍ୟା ସାଢେ ପାଞ୍ଚଟା ବେଳେ ହରିଶ୍ଚନ୍ଦ୍ର ବାଘଙ୍କ ପୁଅ ଅର୍ଜୁନ ବାଘ (୩୫) ନିଜ ସ୍ତ୍ରୀ…
Read More...

 ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ’ କାର୍ଯ୍ୟକ୍ରମ ପାଇଁ ୧୬ ଜଣ ସଂଯୋଜକ ନିଯୁକ୍ତ

ଭୁବନେଶ୍ବର: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୬ ଜଣ ସଂଯୋଜକ ନିଯୁକ୍ତ କରିଛନ୍ତି । ଅନୁଗୁଳ ପାଇଁ କୈଳାସ ଚନ୍ଦ୍ର ସାହୁ, ବାଲେଶ୍ୱର ପାଇଁ ରଞ୍ଜନ ବାଗ, ଭଦ୍ରକ ପାଇଁ ଡକ୍ଟର ସଂଜୟ ଦାସ, ଗଜପତି ପାଇଁ ଓ୍ୱାଇ…
Read More...

ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଜହ୍ନାପଙ୍କ,୯/୧୨: ବୌଦ୍ଧ ବ୍ଲକ୍‌ ଜହ୍ନାପଙ୍କ ଠାରେ ଥିବା ଗନ୍ଧରାଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଲକ୍ଷ୍ମୀ ପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ନଗର ଓ ତେଲିବନ୍ଧ ଗ୍ରାମ ପଞ୍ଚାୟତର ଚନ୍ଦ୍ରପୁର ଗ୍ରାମରେ ପରିମଳ ଓ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।…
Read More...

ବାଇକ ସହ ବସ ମୁହାଁମୁହିଁ ଧକ୍କା;ଜଣେ ମୃତ, ଜଣେ ଗୁରୁତର

ହରଭଙ୍ଗା :ହରଭଙ୍ଗା ଥାନା ସଙ୍କୁଲୋଇ ଗ୍ରାମର ବିକ୍ରମ ନାଏକ ଓ ସୂର୍ଯ୍ୟ ପ୍ରଧାନ ଏକ ବାଇକ ଯୋଗେ କାମ ସାରି ଚାରିଛକରୁ ନିଜ ଘରକୁ ଆଜି ସନ୍ଧ୍ୟାରେ ଫେରୁଥିବା ବେଳେ ବିପରୀତ ଦିଗରୁ ଓଁକାର ନାମକ ଏକ ଘରୋଇ ବସ ଛତ୍ରରଙ୍ଗରୁ ଚାରିଛକ ଅଭିମୁଖେ ଯାଉଥିବା ବେଳେ କଙ୍କଡାପଥର ଛକରେ ଧକ୍କା ହୋଇଥିଲା ।…
Read More...