ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନୋଟି ଷ୍ଟେଶନ ଅଫିସର ପଦବୀ ଥିବା ବେଳେ ୩ଟି ଲିଡିଂ ଫାୟାର ମ୍ୟାନ୍ ଓ ୨୦ଟି ଫାୟାର ମ୍ୟାନ୍ ପଦବୀ ରହିଛି। ଏହି ନୂତନ ପଦବୀ!-->…
Read More...
Read More...