Yearly Archives

2023

ଆମେରିକାରେ ମୋଦିଙ୍କୁ ଦିଆଯିବ ୨୧ ତୋପ ସଲାମୀ

ଓ୍ବାଶିଂଟନ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ମାସରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ଏହି ଯାତ୍ରା ବିଷୟରେ ଆମେରିକାରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ସ୍ବତନ୍ତ୍ର କରିବା ପାଇଁ ଭାରତୀୟ ସମ୍ପ୍ରଦାୟ
Read More...

୩ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ

ଭୁବନେଶ୍ବର: ୩ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ବ ଦିଆଯାଇଛି । ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ବ ଦିଆଯାଇଛି ।
Read More...

ବିଲ୍‌ ପ୍ରଦାନକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ଘଟଣା, ୩ ଦିନ ପରେ ଖୋଲିଲା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ କଣ୍ଟ୍ରାଗଡ ପଞ୍ଚାୟତରେ ବିଲ୍‌ ପ୍ରଦାନକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା । ଏ ନେଇ କଣ୍ଟ୍ରାଗଡ ସମିତି ସଭ୍ୟ ଟିକେଶ୍ୱର ଶବରଙ୍କ ସମେତ ଗ୍ରାମବାସୀ ୩ଦିନ ଧରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ଯାହାକୁ ନେଇ ୩ ଦିନ ଧରି ସମାଧାନ
Read More...

ସିଆରପିଏଫ୍‌ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଅବସ୍ଥାପିତ ସିଆରପିଏଫ୍‌ ୧୨୭ ବାଟାଲିୟନ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ କମାଣ୍ଡାଣ୍ଟ୍‌ ମଉଲି ମୋହନ କୁମାରଙ୍କ ନେତୃତ୍ୱରେ ଜବାନମାନେ ସ୍ଥାନୀୟ ବସ୍‌ଷ୍ଟାଣ୍ଡ୍‌ ନିକଟସ୍ଥ ପୋଖରୀ ନିକଟରେ ପହଁଚି
Read More...

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ, ସୁଦାମ ଓ ଶାରଦା

ଭୁବନେଶ୍ବର : ଆଜି ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି | ଆଜି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ
Read More...

ବିକ୍ରମ,ସୁଦାମ ଓ ସାରଦା ହେବେ ମନ୍ତ୍ରୀ

ଭୁବନେଶ୍ୱର: ସସ୍‌ପେନ୍ସ ଉପରୁ ହଟିଲା ପରଦା । ଶେଷରେ ଘୋଷଣା ହୋଇଛି ତିନି ମନ୍ତ୍ରୀଙ୍କ ନାଁ । ବିକ୍ରମ କେଶରୀ ଆରୁଖ,ସୁଦାମ ମାର୍ଣ୍ଡି ଓ ସାରଦା ନାୟକ ହେବେ ମନ୍ତ୍ରୀ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଲୋକସେବା ଭବନରେ ୩ ମନ୍ତ୍ରୀଙ୍କୁ
Read More...

ପୋଲିସ୍‌ ହାତରେ ଧରା ପଡିଲେ ଟ୍ରକ ଚୋରି ଗ୍ୟାଙ୍ଗ

ଚମ୍ପୁଆ:ଚୋର ଘର ସବୁଦିନ ଅନ୍ଧାର ନଥାଏ, ଦିନେ ଆଲୁଅ ହୁଏ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଚମ୍ପୁଆ ପୋଲିସ୍‌ । ଓଡିଶାରେ ଚୋରି ହୋଇଥିବା ଟ୍ରକକୁ ଶେଷରେ ଝାଡଖଣ୍ଡ ରାଜ୍ୟରେ ଉଦ୍ଧାର କରିବା ସହିତ ଚୋରିରେ ବ୍ୟବହୃତ ଧଳା ସ୍କ୍ରପିଓ ଗାଡିକୁ ଜବତ କରି ୫ଜଣ ଚୋରଙ୍କୁ ଧରିବାରେ ସଫଳ ହୋଇଛନ୍ତି ।
Read More...

ଘର ଭାଙ୍ଗି ବୃଦ୍ଧଙ୍କ ସମେତ ମା ଓ ଝିଅ ଆହତ

ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରୁଗୁଡା ଗ୍ରାମର ସାଇବାଣୀ ମାଳୀ ବୟସ ପ୍ରାୟ ୩୦ବର୍ଷ । ପିଲା ଛୁଆ ୩ ସାଙ୍ଗରେ ୬୦ ବର୍ଷ ବୟସର ଶ୍ୱଶୁର । ବୟସର ପ୍ରାରମ୍ଭରେ ଦଇବର ଦାଉ ଯୋଗୁଁ ଗତ ଜାନୁଆରୀ ମାସରେ ସ୍ୱାମୀ ହଠାତ୍‌ ଉଚ୍ଚ
Read More...

ହୃଦଘାତରେ ଯୁବକଙ୍କ ମୃତ୍ୟୁ, ୩୦ରେ ଥିଲା ବାହାଘର

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମହଦା ପଞ୍ଚାୟତ ଅନ୍ତର୍ଗତ କୁମାରକେଲି ଗାଁର ଜଣେ ଯୁବକ ଅଚାନକ ହୃଦଘାତରେ ଶିକର ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ରାମ ପଧାନଙ୍କ ପୁତ୍ର ପିଣ୍ଟୁ ପଧାନ (୨୫) ବୋଲି ଜଣାଯାଇଛି । ତାଙ୍କୁ ବୀରମହାରାଜପୁର ଉପଖଣ୍ଡ
Read More...

ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ବୌଦ୍ଧ ଶାଖା ତରଫରୁ ସମ୍ବର୍ଦ୍ଧନା ସଭା

ହରଭଙ୍ଗା : ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ(ଆରଏସ୍‌ଏପି) ବୌଦ୍ଧ ଓଡିଶା ଆନୁକୂଲ୍ୟରେ ହାଭେଷ୍ଟ ବ୍ଲେସିଙ୍ଗ ହୋମ ହରଭଙ୍ଗା ବ୍ଲକ ସାନବାଗବର ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ
Read More...