Yearly Archives

2023

ଧବଳେଶ୍ୱର ମହାଦେବଙ୍କ ଦାନ ହୁଣ୍ଡୀ ତାଡ଼ିନେଲେ ଦୁର୍ବୃତ୍ତ

ଘୁ.ଉଦୟଗିରି:- ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଧବଳେଶ୍ୱର ମହାଦେବଙ୍କ ମନ୍ଦିରରୁ ଗତକାଲି ଅର୍ଥାତ୍‌ ଶନିବାର ସାପ୍ତାହିକ ହାଟ ଯୋଗୁଁ ସହର ଜନଗହଳି ପୁର୍ଣ୍ଣ ଥିବା ବେଳେ ଦିନ ଦ୍ୱିପ୍ରହରରେ ଧବଳେଶ୍ୱର ମହାଦେବଙ୍କ ମନ୍ଦିରରେ ଥିବା ଦାନ ହୁଣ୍ଡିକୁ କେହି ଦୁର୍ବୃତ୍ତ ତାଡ଼ି ଚୋରୀ କରିନେଇଯାଇଥିବା
Read More...

ବାଚସ୍ପତିଙ୍କ ଦ୍ୱାରା ସିର୍କି ଇକୋ ପାର୍କ ଉଦ୍‌ଘାଟିତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ସିର୍କି ଗ୍ରାମ ପୂର୍ବରୁ ପ୍ରକୃତିର ଅବଦାନ ରହିଥିବା ଜଳାଶୟ (ଡ୍ୟାମ) ଯାହା ସିର୍କି ଘାଇ ନାମରେ ପରିଚିତ । ବହୁ ପୂର୍ବରୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସି ଏଠାରେ ପ୍ରତିବର୍ଷ ବଣ ଭୋଜିର ଆୟୋଜନ
Read More...

ଘୁ ଉଦୟଗିରିରେ ତୁଷାର ପାତ,ପାରଦ ୪.୬ ଡିଗ୍ରୀ

ଘୁ ଉଦୟଗିରି:କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଅଞ୍ଚଳରେ ଆଜି ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଆଜି ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ ଥିବା ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଥିବା ବେଳେ ଗତକାଲି ୭ ଡିଗ୍ରୀ ରହିଥିଲା । କିଛିଦିନର ବ୍ୟବଧାନ ପରେ
Read More...

ହରଭଙ୍ଗା ଅବକାରୀ ବିଭାଗର ବଡ ସଫଳତା

ହରଭଙ୍ଗା,୮/୧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଅବକାରୀ ଥାନା ଅଧିକାରୀ କ୍ରିଷ୍ଣା ନାଏକଙ୍କ ନିର୍ଦ୍ଦେଶରେ ଏକ ଛ ଜଣିଆ ଟିମ ମହାଲିକପଡା ପଂଚାୟତର ଭାବପୂର ଗ୍ରାମଠାରୁ ଦୁଇ କିଲୋମିଟର ଦୂରରେ ଗଞ୍ଜାବଣିଆ ଡ୍ୟାମ ପାଖରୁ ବିପୁଳ ପରିମାଣର ଦେଶୀମଦ ତିଆରିକରୁଥିବା ଯଥା -ପ୍ଲାଷ୍ଟିକ ଡ୍ରମ, ହଣ୍ଡା,
Read More...

ନୟାଗଡ଼ ଜିଲ୍ଲା ବିଧାୟକ ଏକାଦଶ ଫୁଟବଲ୍‌ ମ୍ୟାଚ, ମନ ମୋହିଲେ ଅରୁଣ

ଦଶପଲ୍ଲା,୮/୧:- ଆଜି ନୟାଗଡ ପୋଲିସ ପଡିଆରେ ନୟାଗଡ ଜିଲ୍ଲାର ୪ ଜଣ ବିଧାୟକଙ୍କ ନେତୃତ୍ୱରେ ବିଧାୟକ ଏକାଦଶଙ୍କ ମଧ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର
Read More...

ସାମୁହିକ ବ୍ରତୋପନୟନ ଅବସରରେ ଦାତବ୍ୟ ଚିକିତ୍ସା ଶିବିର ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର,୮/୧:- ସୋନପୁର ମଝିପଡା ନାମମଣ୍ଡପରେ ଏକ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣ ରୀତିନୀତି ଅନୁସାରେ ୧୧ ଜଣ ଯୁବକ ଉପବୀତ ଧାରଣ କରିଛନ୍ତି । ହିତାକାଂକ୍ଷୀ ହୋମିଓ ହଲ୍‌ର ମାଲିକ ଜଗନ୍ନାଥ ଦାଶଙ୍କ ଦ୍ୱାରା ଉକ୍ତ ପବିତ୍ର ଉତ୍ସବ ଆୟୋଜିତ ହୋଇଥିଲା
Read More...

ବାଲ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୮/୧:- ପ୍ରତ୍ୟେକ ଗ୍ରାମର ଶିଶୁ ପ୍ରାଥମିକ ସଂସ୍କାର ପାଇବା ପାଇଁ ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ବିଭିନ୍ନ ଶିକ୍ଷା ଏବଂ ଆଧ୍ୟାତ୍ମିକ ଅନୁଷ୍ଠାନମାନଙ୍କ ବାଲ ସଂସ୍କାର କେନ୍ଦ୍ରର ସଂଯୋଜକମାନଙ୍କୁ ଯୋଗାଯୋଗ କରି ବାଲ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ
Read More...

ଉତ୍କଳ ମାଟିରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ପଦାର୍ପଣ ସ୍ମୃତିର ପୁଲକ ଆଜି ପ୍ରତ୍ୟେକଙ୍କ ପ୍ରାଣକୁ ଭକ୍ତି…

ପୁରୀ :, ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଆଜକୁ ଶହେ ଏକ ବର୍ଷ ତଳେ ୧୯୨୩ ମସିହା ଜାନୁଆରୀ ୨ ତାରିଖ ଦିନ ବିଶ୍ଵର ଅନନ୍ୟ ଆଧ୍ୟାତ୍ମିକ ପୀଠ ଉତ୍କଳର ପୁରୀ ମାଟିରେ ପଦାର୍ପଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଆଜି ପୂର୍ବାହ୍ନରେ ତାଳବଣିଆ ସ୍ପୋର୍ଟ
Read More...

ବଳଦିଆ ତୈଳିକ ବୈଶ ସାମାଜର ଦଶମ ବାର୍ଷିକ ଉତ୍ସବ

ଫୁଲବାଣୀ,୮/୧:- କନ୍ଧମାଳ ଜିଲ୍ଲା ଫୁଲବାଣୀ ଶାଖାର ବଳଦିଆ ତୈଳିକ ବୈଶ ସାମାଜର ଦଶମ ବାର୍ଷିକ ଉତ୍ସବ ସ୍ଥାନୀୟ ପ୍ରତୀକ କଲ୍ୟାଣ ମଣ୍ଡପଠାରେ ନକୁଳ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ମହାସଂଘର ସଭାପତି ଭାଗୀରଥି ସାହୁ ଯୋଗଦେଇ ସଂଘର ଉଦ୍ଦେଶ୍ୟ,
Read More...

ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜେଡିର ରୌପ୍ୟ ଜୟନ୍ତୀ ସମାରୋହ ପାଳିତ

ସୁବର୍ଣ୍ଣପୁର : ଆଜି ସୋନପୁର ସଦରବ୍ଲକର ନାରାୟଣପୁରଠାରେ ସୋନପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ୨୫ତମ ରୌପ୍ୟଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏଥିରେ ସୋନପୁର ବିଧାୟକ ତଥା ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଜାରୀ ଅଧ୍ୟକ୍ଷତା କରି ବର୍ତ୍ତମାନର ବିଜେଡି ସରକାର, ମୋ
Read More...