Yearly Archives

2023

ରାସ୍ତା କଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଉଲୁଣ୍ଡା: ନବଜାତ ଶିଶୁପୁତ୍ର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ଗାଁମୁଣ୍ଡ ରାସ୍ତାରୁ ଆଜି ସକାଳୁ ଏହି ନବଜାତ ଶିଶୁପୁତ୍ରଟି ଉଦ୍ଧାର ହୋଇଛି । ରାତିରେ ଜନ୍ମ ହୋଇଥିବା ଏହି ଶିଶୁପୁତ୍ରଟିକୁ କେହି ଏକ ବ୍ୟାଗରେ ପୁରାଇ ରାସ୍ତାକଡରେ ରଖି ଦେଇଥିବାବେଳେ ଗାଁର
Read More...

ବୌଦ୍ଧ ମହାନଦୀ ଆଳତୀ ଘାଟରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କାର୍ଯ୍ୟକ୍ରମ

ବୌଦ୍ଧ,୧/୧୦:- ଭାରତ ସରକାରଙ୍କ ପକ୍ଷରୁ ଆଜି ନିଜ ପରିସରରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କରିବାକୁ ପରାମର୍ଶ ଦିଆଯାଇଛି । ଭାରତ ସ୍ୱାଭିମାନ ନ୍ୟାସ ବୌଦ୍ଧ ଶାଖା ପକ୍ଷରୁ ମହାନଦୀ ଆଳତୀ ଘାଟ ପରିସରକୁ ସଫେଇ କରାଯାଇଥିଲା । ମହାନଦୀକୁ ପରିମଳ ମୁକ୍ତ ଓ ସ୍ୱଚ୍ଛ କରିବା ପାଇଁ ବ୍ୟବହାର କରୁଥିବା
Read More...

ରାଜ୍ୟ ବିଦ୍ୟାଳୟସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଉଦ୍‌ଯାପିତ ବାଳିକାରେ କଟକ ଓ ବାଳକରେ ଭୁବନେଶ୍ୱର ଚଂପିଆନ

ବୌଦ୍ଧ,୧/୧୦:- ଦୁଇଦିନ ଧରି ସ୍ଥାନୀୟ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଦ୍ୟାଳୟସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ କ୍ରୀଡାସଂଗଠନ ଓ ବୌଦ୍ଧ ଜିଲ୍ଲା କ୍ରୀଡା ସଂଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି
Read More...

ମାତ୍ର ୧୪ ମିନିଟରେ ସଫେଇ ହେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌

ପୁରୀ : ମାତ୍ର ୧୪ ମିନିଟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ର ମିରାକଲ କ୍ଲିନିଂ । ଏବେ ମାତ୍ର ୧୪ ମିନିଟ ଭିତରେ ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ ହେଇପାରୁଛି ବନ୍ଦେ ଭାରତ । ଆଜିଠାରୁ ଆରମ୍ଭ ହୋଇଛି ୧୪ ମିନିଟର ମିରାକଲ କ୍ଲିନିଂ । ଦିଲ୍ଲୀର ଆନନ୍ଦ ବଜାର, ଚେନ୍ନାଇ,ପୁରୀ ଏବଂ
Read More...

ସ୍ୱଚ୍ଛତା ହିଁ ସେବା: ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ “ସ୍ୱଚ୍ଛ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ତୃପ୍ତି ସ୍ୱେଚ୍ଛାସେବୀ ସଂଗଠନ ମୁଣ୍ଡୋଦହର ତରଫରୁ "ସ୍ୱଚ୍ଛତା ହିଁ ସେବା' ଯାହା କେନ୍ଦ୍ର ସରକାର ସ୍ୱଚ୍ଛତା ପକ୍ୱଡା ନାମରେ ନାମିତ କରିଛନ୍ତି ଏହି ବଳିଷ୍ଠ ସ୍ୱଚ୍ଛତା
Read More...

ଜିଲ୍ଲା କୋର୍ଟରେ ଭର୍ଚୁଆଲ ମୋଡରେ ହାଇ କୋର୍ଟ ବିଚାରପତିଙ୍କ ଦ୍ୱାରା ପେପର ଲେସ କୋର୍ଟର ଶୁଭ ଉଦଘାଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରା ଜଜ କୋର୍ଟରେ କାଗଜ ବିହନ କୋର୍ଟର ଶୁଭାରମ୍ଭ କରାଯାଇଛି । ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଆଭାସି ମାଧ୍ୟମରେ ଏହି କାଗଜ ବିହୀନ କୋର୍ଟର ଶୁଭାରମ୍ଭ କରିଥିବା ବେଳେ
Read More...

ସେଞ୍ଚୁରିଅନ ତରପରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ରାୟଗଡା: ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ତରଫରୁ ଫାର୍ମାସୀ ବିଭାଗ ଅନୁକୂଲ୍ୟରେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ଅଧିନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଡ଼ା. ରାଜେଶ କୁମାର
Read More...

ମହାନଦୀରେ କୁମ୍ଭୀର ଆତଙ୍କ

ସୁବର୍ଣ୍ଣପୁର:ମହାନଦୀ ଅବବାହିକାରେ କୁମ୍ଭୀର ଆତଙ୍କ ଦେଖା ଦେଇଥିବା ବେଳେ ସୋନପୁର ମହାନଦୀରେ ମଧ୍ୟ ଆଜି କୁମ୍ଭୀର ଆତଙ୍କ ଦେଖାଦେଇଛି । ସୋନପୁର- ହିକୁଡି ମହାନଦୀ ବ୍ରିଜ ଉପରକୁ ଏକ କୁମ୍ଭୀର ଦଳ ଦେଖି କିଛି ଯୁବକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିବା ଦେଖିବାକୁ ମିଳିଛି
Read More...

କେଏମଆରଏସ୍‌ରେ “ଆମେ ଜାଣିବା ଆମେ ଜିଣିବା’ କାର୍ଯ୍ୟକ୍ରମ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ କଳିଙ୍ଗ ମଡେଲ ରେସିଡେନ୍ସିଆଲ ବିଦ୍ୟାଳୟରେ ମଙ୍ଗଳାବର ବିଦ୍ୟାଳୟର ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନେଇ ଅଭିନବ କାର୍ଯ୍ୟକ୍ରମ "ଆମେ ଜାଣିବା ଆମେ ଜିଣିବା ' ଅନୁଷ୍ଠିତ ହୋଇଯାଇଛି । ପ୍ରିନ୍ସିପଲ୍‌ ଜଗଦୀଶ ମହାକୁଡଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ନୂଆଗାଁ ପଞ୍ଚାୟତ ସମିତିରେ ଯୋଗଦେଲେ ବ୍ଲକ ଉନ୍ନୟନ ଅଧିକାରୀ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତିରେ ନୂତନ ଭାବରେ ଯୋଗଦେଲେ ବ୍ଲକ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ । ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ମଧ୍ୟରେ ବ୍ଲକ ଉନ୍ନୟନ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ । ଆଜି ନୂଆଗାଁ ବ୍ଲକ ମଧ୍ୟରେ ଯୋଗଦେବା ପରେ ବିଭନ୍ନ
Read More...