Yearly Archives

2024

ମୋବାଇଲ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ

ହରଭଙ୍ଗା : ମୋବାଇଲ ବିସ୍ଫୋରଣରେ ଘରେ ନିଆଁ ଲାଗି ଆସବାବପତ୍ର ସହ ନଗଦ ଟଙ୍କା ପୋଡ଼ି । ସୌଭାଗ୍ୟବଶତଃ ଆଠ ମାସର ଶିଶୁ ସହିତ ଦୁଇ ବାପା, ମାଆ ବର୍ତ୍ତିଲେ ଅଳ୍ପକେ । ସୂଚନା ଅନୁସାରେ ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାରର ବ୍ୟବସାୟୀ ପ୍ରଦୀପ କୁମାର ସାହୁ ଘରେ ମୋବାଇଲ ଚାର୍ଜ ବସାଇ ଗାଧୋଇବାକୁ
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶଙ୍କର ମହାଦେବନ

ପୁରୀ : ବଲିଉଡର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଶଙ୍କର ମହାଦେବନ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶଙ୍କର ମହାଦେବନ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ
Read More...

ମା’ ଭଟ୍ଟାରିକାଙ୍କ ପୀଠର ଉନ୍ନତି ପାଇଁ ବଡମ୍ବା-ନରସିଂହପୁର-ଖଣ୍ଡପଡା ରେଳ ପ୍ରକଳ୍ପ ଖୁବ୍‌ଶୀଘ୍ର: ରେଳମନ୍ତ୍ରୀ

କଟକ: ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକା ଓ ଚମ୍ପେଶ୍ୱର ସ୍ଥିତ ଚମ୍ପାନାଥଙ୍କ ପୀଠର ଉନ୍ନତି ସହ ବଡମ୍ବା-ନରସିଂହପୁର- ଖଣ୍ଡପଡା ରେଳ ସଂଯୋଗ ଖୁବ୍‌ ଶୀଘ୍ର ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକାଶ କରିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର
Read More...

କଟକରୁ ନିର୍ବାଚନ ଲଢ଼ିବେ କି ରେଳମନ୍ତ୍ରୀ, ଏମିତି କହିଲେ ଅଶ୍ୱିନୀ ବୈଷ୍ଣବ

କଟକ: ପାଖେଇଲାଣି ନିର୍ବାଚନ । ସଜବାଜ ହେଲେଣି ସମସ୍ତେ । ନେତାଏ ପାଗ ଭିଡ଼ିଲେଣି ।ଖାସ୍‌ କରି କଟକ ଲୋକସଭା ନିର୍ବାଚନ ମଣ୍ଡଳୀକୁ ନେଇ ଯେଉଁ କଥା ଶୁଣିବାକୁ ମିଳୁଛି, ସେଥିରେ ବିଜେପି କର୍ମୀ ଓ ସଙ୍ଗଠନ ଉତ୍ସାହିତ ।ଚର୍ଚ୍ଚା ହେଉଛି, କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ଅଶ୍ୱିନୀ
Read More...

ଶ୍ରୀମନ୍ଦିରରେ ପୁଣି ପ୍ରବେଶ କଲେ ବିଦେଶୀ

ପୁରୀ : ଶ୍ରୀ ମନ୍ଦିର ଭିତରେ ପୁଣି ପ୍ରବେଶ କଲେ ଜଣେ ବିଦେଶୀ । ଯାହାକୁ ନେଇ ସେବାୟତ ଓ ଭକ୍ତ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ସୂଚନା ଅନୁଯାଇ ଆଜି ଜଣେ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରୁ ବାହାରିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଉକ୍ତବିଦେଶୀ ପର୍ଯ୍ୟଟକ ଜଣଙ୍କ
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତ । ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍‌ ଖୁସି ଅନୁଭବ କରିଥିବା ପ୍ରତିକ୍ରିୟାରେ କହିଛନ୍ତି । ତେବେ ଆଜାଦି କି ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖିଥିବା
Read More...

କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୪ ଦ୍ୱିତୀୟ ଦିବସର ସାଂସ୍କୃତିକ ସଂଧ୍ୟା

ଫୁଲବାଣୀ : କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୪ ଦ୍ୱିତୀୟ ଦିବସର ସାଂସ୍କୃତିକ ସଂଧ୍ୟାର କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ଅବ୍ୟବହିତ ପୂର୍ବରୁ ଛାତ୍ରଛାତ୍ରୀ ଓ ମହିଳା ମାନଙ୍କ ମଧ୍ୟରେ କେତେ ଗୁଡ଼ିଏ ପ୍ରତିଯୋଗିତା କରାଯାଇଥିଲା । ସେଥିମଧ୍ୟରୁ ସୁନ୍ଦର
Read More...

ସୋନପୁରଠାରେ ସଡ଼କ ସୁରକ୍ଷା ସପ୍ତାହ ଉଦଯାପିତ

ସୁବର୍ଣ୍ଣପୁର : ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପାଳିତ ସଡ଼କ ସୁରକ୍ଷା ସପ୍ତାହ ୨୦୨୪ ଆଜି ପରିବହନ ବିଭାଗ ଅଫିସ୍‌ ଠାରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ବିମଳେନ୍ଦୁ ରାୟ, ସମ୍ମାନୀତ ଅତିଥି ରୂପେ ଏଡିଏମ୍‌ ସୂର୍ଯ୍ୟ ନାରାୟଣ ଦାଶ,
Read More...

କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ । ଏହି ଅକ୍ଷର ଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।
Read More...

ବିଦେଶୀ ମଦ ଦୋକାନକୁ ବନ୍ଦକରିବା ଦାବୀରେ ବିକ୍ଷୋଭ ପ୍ରଦର୍ଶନ

ପୁରୀ : ପୁରୀ ଜିଲ୍ଲା ଛାତ୍ର ଓ ମହିଳା କଂଗ୍ରେସ ପକ୍ଷରୁ ପୁରୀ ଆଚାର୍ଯ୍ୟ ହରିହର ଛକ ନିକଟସ୍ଥ ଗୋପାଳ ବଲ୍ଳଭ ରୋଡ଼ ପାଖରେ ଥିବା ଏକ ବିଦେଶୀ ମଦ ଦୋକାନ ଦାବିରେ ବିକ୍ଷୋଭ ପ୍ରଦାନ କରାଯାଇଛି | ସ୍ଥାନୀୟ ଅଞ୍ଚଳରେ ଏହି ମଦ ବିକ୍ରି ଦ୍ୱାରା ଅଞ୍ଚଳ ବାସୀ ପ୍ରଭାବିତ ହେଉଥିବା ବେଳେ ବିଭିର୍ନ
Read More...