Yearly Archives

2024

କଟକରୁ ନିର୍ବାଚନ ଲଢ଼ିବେ କି ରେଳମନ୍ତ୍ରୀ, ଏମିତି କହିଲେ ଅଶ୍ୱିନୀ ବୈଷ୍ଣବ

କଟକ: ପାଖେଇଲାଣି ନିର୍ବାଚନ । ସଜବାଜ ହେଲେଣି ସମସ୍ତେ । ନେତାଏ ପାଗ ଭିଡ଼ିଲେଣି ।ଖାସ୍‌ କରି କଟକ ଲୋକସଭା ନିର୍ବାଚନ ମଣ୍ଡଳୀକୁ ନେଇ ଯେଉଁ କଥା ଶୁଣିବାକୁ ମିଳୁଛି, ସେଥିରେ ବିଜେପି କର୍ମୀ ଓ ସଙ୍ଗଠନ ଉତ୍ସାହିତ ।ଚର୍ଚ୍ଚା ହେଉଛି, କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ଅଶ୍ୱିନୀ
Read More...

ଶ୍ରୀମନ୍ଦିରରେ ପୁଣି ପ୍ରବେଶ କଲେ ବିଦେଶୀ

ପୁରୀ : ଶ୍ରୀ ମନ୍ଦିର ଭିତରେ ପୁଣି ପ୍ରବେଶ କଲେ ଜଣେ ବିଦେଶୀ । ଯାହାକୁ ନେଇ ସେବାୟତ ଓ ଭକ୍ତ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ସୂଚନା ଅନୁଯାଇ ଆଜି ଜଣେ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରୁ ବାହାରିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଉକ୍ତବିଦେଶୀ ପର୍ଯ୍ୟଟକ ଜଣଙ୍କ
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତ । ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍‌ ଖୁସି ଅନୁଭବ କରିଥିବା ପ୍ରତିକ୍ରିୟାରେ କହିଛନ୍ତି । ତେବେ ଆଜାଦି କି ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖିଥିବା
Read More...

କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୪ ଦ୍ୱିତୀୟ ଦିବସର ସାଂସ୍କୃତିକ ସଂଧ୍ୟା

ଫୁଲବାଣୀ : କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୪ ଦ୍ୱିତୀୟ ଦିବସର ସାଂସ୍କୃତିକ ସଂଧ୍ୟାର କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ଅବ୍ୟବହିତ ପୂର୍ବରୁ ଛାତ୍ରଛାତ୍ରୀ ଓ ମହିଳା ମାନଙ୍କ ମଧ୍ୟରେ କେତେ ଗୁଡ଼ିଏ ପ୍ରତିଯୋଗିତା କରାଯାଇଥିଲା । ସେଥିମଧ୍ୟରୁ ସୁନ୍ଦର
Read More...

ସୋନପୁରଠାରେ ସଡ଼କ ସୁରକ୍ଷା ସପ୍ତାହ ଉଦଯାପିତ

ସୁବର୍ଣ୍ଣପୁର : ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପାଳିତ ସଡ଼କ ସୁରକ୍ଷା ସପ୍ତାହ ୨୦୨୪ ଆଜି ପରିବହନ ବିଭାଗ ଅଫିସ୍‌ ଠାରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ବିମଳେନ୍ଦୁ ରାୟ, ସମ୍ମାନୀତ ଅତିଥି ରୂପେ ଏଡିଏମ୍‌ ସୂର୍ଯ୍ୟ ନାରାୟଣ ଦାଶ,
Read More...

କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ । ଏହି ଅକ୍ଷର ଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।
Read More...

ବିଦେଶୀ ମଦ ଦୋକାନକୁ ବନ୍ଦକରିବା ଦାବୀରେ ବିକ୍ଷୋଭ ପ୍ରଦର୍ଶନ

ପୁରୀ : ପୁରୀ ଜିଲ୍ଲା ଛାତ୍ର ଓ ମହିଳା କଂଗ୍ରେସ ପକ୍ଷରୁ ପୁରୀ ଆଚାର୍ଯ୍ୟ ହରିହର ଛକ ନିକଟସ୍ଥ ଗୋପାଳ ବଲ୍ଳଭ ରୋଡ଼ ପାଖରେ ଥିବା ଏକ ବିଦେଶୀ ମଦ ଦୋକାନ ଦାବିରେ ବିକ୍ଷୋଭ ପ୍ରଦାନ କରାଯାଇଛି | ସ୍ଥାନୀୟ ଅଞ୍ଚଳରେ ଏହି ମଦ ବିକ୍ରି ଦ୍ୱାରା ଅଞ୍ଚଳ ବାସୀ ପ୍ରଭାବିତ ହେଉଥିବା ବେଳେ ବିଭିର୍ନ
Read More...

ପ୍ରକାଶ ପାଇଲା ବୌଦ୍ଧ ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା-୨୦୨୪

ବୌଦ୍ଧ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଚୂଡାନ୍ତ ଭୋଟର ତାଲିକା -୨୦୨୪ ଆଜି ପ୍ରକାଶିତ ହୋଇଅଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା–ଜିଲ୍ଲାପାଳ, ବୌଦ୍ଧ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ୮୫-କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଏବଂ ୮୬-ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ଭୋଟର ପଞ୍ଜୀକରଣ
Read More...

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ : ପୁରୀ ଜିଲ୍ଲା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିବା ସହ ଏହି ଜାତୀୟ ଦିବସକୁ ଆନନ୍ଦ ଓ
Read More...

ଯାଜପୁର ଜିଲ୍ଲାର ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ଯାଜପୁର: ଆଜି ପୂର୍ବାହ୍ନରେ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ମାଜିଷ୍ଟ୍ରେଟ୍‌ ଶ୍ରୀ ଗୋପୀନାଥ କୁଅଁରଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଚୂଡାନ୍ତ ଭେଟର ତାଲିକା ୨୦୨୪ ପ୍ରକାଶନ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଭାରତର ନିର୍ବାଚନ
Read More...