ବଡ଼ ଭାଇଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ନବୀନ
ଭୁବନେଶ୍ୱର: ଦିଲ୍ଲୀ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କର ମଙ୍ଗଳବାର ହୃଦ (ହାର୍ଟ) ଅସ୍ତ୍ରୋପଚାର ହୋଇଥିଲା । ବଡ଼ଭାଇ ପ୍ରେମଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ତାଙ୍କୁ ଭେଟିବା ପାଇଁ ନବୀନ ଦିଲ୍ଲୀ ଯାଉଛନ୍ତି। ଏ!-->…
Read More...
Read More...