Monthly Archives

November 2026

Major Blow to AAP in Punjab: ବିଜେପିର ସୁଚିନ୍ତିତ ମାଇଣ୍ଡ ଗେମ୍ ନା ଦୋହଲୁଛି ଆପ୍‌ର ଭିତ୍ତିଭୂମି?

ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି । ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଆମ୍ ଆଦମୀ ପାର୍ଟିକୁ ଲାଗିଛି ଏକ ଜୋରଦାର୍ ଝଟକା । ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ଦଳର ୩ ଜଣ ଟାଣୁଆ ବିଧାୟକ 'ଝାଡୁ' ଛାଡି ଧରିଛନ୍ତି 'ପଦ୍ମ' ଫୁଲ । ପ୍ରାଥମିକ ସଦସ୍ୟ ପଦରୁ…
Read More...

Why BJP Is Using Bihar Playbook in UP Elections? ପୁରୁଣା ପୃଷ୍ଠା ଖୋଲି ନିର୍ବାଚନୀ ବୈତରଣୀ ପାର୍ ହେବ କି…

ନିର୍ବାଚନ ପାଖେଇ ଆସିଲେ ରାଜନୀତିର ପୁରୁଣା ଫାଇଲ୍‌ରୁ ଧୂଳି ଝଡ଼ାଯାଏ। ଏବେ ଦେଶର ସବୁଠାରୁ ବଡ଼ ରାଜନୈତିକ ରଣାଙ୍ଗନ ଉତ୍ତରପ୍ରଦେଶରେ ଠିକ୍ ଏୟା ହିଁ ଦେଖିବାକୁ ମିଳୁଛି। ଆପଣଙ୍କର ମନେ ଥିବ, ବିହାର ନିର୍ବାଚନ ବେଳେ ଏନଡିଏ ବାରମ୍ବାର ଲାଲୁ ଯାଦବଙ୍କ 'ଜଙ୍ଗଲରାଜ' କଥା ଉଠାଉଥିଲା । ଏବେ…
Read More...

୩ ଜିଲ୍ଲା ପାଇଁ ୪ ଆଇଏଏସ ଅଧିକାରୀଙ୍କୁ ଅତିରିକ୍ତ ଏସଆରସି କ୍ଷମତା

ଭୁବନେଶ୍ୱର: ବନ୍ୟା ଓ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ୪ ଜଣ ବରିଷ୍ଠ ଆଇଏଏସ ଅଧିକାରୀ ଗସ୍ତ କରିବେ। ଏନେଇ ସୂଚନା ଦେଇଛନ୍ତି…
Read More...

ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ଭାରତର ବ୍ୟାଟିଂ କ୍ରମ କେମିତି ହେବ ? ସ୍ପଷ୍ଟ କଲେ ଗିଲ୍

ନୂଆଦିଲ୍ଲୀ- ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ପୂର୍ବରୁ ଶୁଭମନ ଗିଲ୍ ଭାରତର ବ୍ୟାଟିଂ କ୍ରମ ରଣନୀତି ପ୍ରକାଶ କରିଛନ୍ତି। ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର ଏବଂ ଗିଲ୍ ଶ୍ରେଷ୍ଠ ଚାରି ସ୍ଥାନରେ ରହିବେ। ପରିସ୍ଥିତି ଉପରେ ନିର୍ଭର କରି କେଏଲ ରାହୁଲ ଏବଂ ଅକ୍ଷର ପଟେଲଙ୍କୁ…
Read More...

ଆନ୍ଧ୍ର ପ୍ରଦେଶ ଉପକୂଳ ଛୁଇଁଲା ବାତ୍ୟା ‘ମୁରାସୁ’, ପ୍ରବଳ ବର୍ଷା ଜାରି

ନୂଆଦିଲ୍ଲୀ- ଆନ୍ଧ୍ର ପ୍ରଦେଶ ଉପକୂଳ ଛୁଇଁଲା ବାତ୍ୟା 'ମୁରାସୁ'। ନେଲୋର ଓ ନରସାପୁର ମଧ୍ୟରେ ଓଙ୍ଗୋଲ ନିକଟରେ ଏହା ସ୍ଥଳଭାଗ ଛୁଇଁଥିଲା। ରାତି ପ୍ରାୟ ୧ଟା ବେଳେ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିମି ରହିଥିଲା।…
Read More...

ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ: ୯୭.୫୮% ନଳକୂପର ମରାମତି ଓ ବିଶୋଧନ ସମ୍ପୂର୍ଣ୍ଣ

ଭୁବନେଶ୍ୱର:ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ଯୋଗାଣକୁ ସ୍ୱାଭାବିକ କରିବା ସହ ଜଳ ଉତ୍ସଗୁଡ଼ିକର ମରାମତି ଓ ବିଶୋଧନ କାର୍ଯ୍ୟକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରଭାବିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର…
Read More...

ବିଜେପିରେ ମିଶିଲେ ‘ଏଏପି’ର ୩ ବିଦ୍ରୋହୀ ବିଧାୟକ

ନୂଆଦିଲ୍ଲୀ,୨।୧୧: ପଞ୍ଜାବରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ, ଶାସକ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ, ଆଜି ସୋମବାର (ନଭେମ୍ବର ୨) ଦିନ ଦିଲ୍ଲୀସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟାଳୟରେ ‘ଏଏପି’ର ୩ ବିଦ୍ରୋହୀ…
Read More...

ଅନୌପଚାରିକ ଟେଷ୍ଟ: ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ଏ ଆଗୁଆ; ମୁକେଶଙ୍କୁ ପାଞ୍ଚ ୱିକେଟ୍

ନୂଆଦିଲ୍ଲୀ- ଭାରତ ଏ ଏବଂ ନ୍ୟୁଜିଲ୍ୟାଣ୍ଡ ଏ ମଧ୍ୟରେ ଦ୍ୱିତୀୟ ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚ୍ ହାଗଲି ଓଭାଲରେ ଖେଳାଯାଉଛି। ଟେଷ୍ଟର ତୃତୀୟ ଦିନରେ, ନ୍ୟୁଜିଲ୍ୟାଣ୍ଡ ସେମାନଙ୍କର ପ୍ରଥମ ଇନିଂସରେ 424 ରନରେ ଅଲଆଉଟ୍ ହୋଇଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ଏ ସେମାନଙ୍କର ପ୍ରଥମ ଇନିଂସ ଆଧାରରେ 78…
Read More...

ସ୍ଥଳ ଭାଗ ଆଡକୁ ମାଡି ଆସୁଛି ‘ମୁରାସୁ’ , ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର- ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ମୁରାସୁ’ ସମୟ କ୍ରମରେ ଅଧିକ ସକ୍ରିୟ ହୋଇଛି। ସୋମବାର ପୂର୍ବାହ୍‌ଣରେ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଆନ୍ଧ୍ରପ୍ରଦେଶର ନେଲୋର ଏବଂ ନରସାପୁର ମଧ୍ୟରେ ଓଙ୍ଗୋଲ ନିକଟରେ…
Read More...

ଶେଷରେ ଆତ୍ମସମର୍ପଣ କଲେ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି:ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶେଷରେ ଆତ୍ମସମର୍ପଣ କରିଛନ୍ତି ସ୍ତ୍ରୀ ତଥା ମାମଲାର ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡା। ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ବିଦ୍ୟାଭାରତୀ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ ପରେ ସେ…
Read More...