Yearly Archives

2026

୧୭ରୁ ଗଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା । ଜାନୁଆରୀ ୧୭ରୁ କୋଲକାତା ଏବଂ ଗୌହାଟି ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମାଲଦା ଟାଉନରେ ଏହାର ଉଦଘାଟନ କରିବେ । କାମାକ୍ଷା ଏବଂ ହାୱଡ଼ା ଜଙ୍କସନ
Read More...

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

ଫୁଲବାଣୀ : କନ୍ଧମାଳ ଜିଲ୍ଲା କନ୍ଧମାଳ ଷ୍ଟାଡିୟମ୍ ଫୁଲବାଣୀ ଠାରେ ଗତ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫/୨୬ ଅନୁଷ୍ଠିତ ହୋଇଯାଇଅଛି। କନ୍ଧମାଳ ମହୋତ୍ସବ, ପଲ୍ଲୀଶ୍ରୀ ମେଳା, କୃଷି ଯନ୍ତ୍ରପାତି ମେଳା ସହିତରେ ମତ୍ସ୍ୟ ପ୍ରାଣୀସମ୍ପଦ ମେଳାର ଶୁଭ ଉଦଘାଟନ
Read More...

ଟି-୨୦ ବିଶ୍ୱକପ୍ ; ଭାରତ ପାଇଁ ଗେମ୍ ଚେଞ୍ଜର ହେବେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଆସନ୍ତା ମାସରେ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଛି। ଟିମ୍ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ୍ ଭାବରେ ପଡ଼ିଆରେ ପ୍ରବେଶ କରିବ। ସମସ୍ତଙ୍କ ନଜର ଏହି ଦଳ ଉପରେ ରହିବ କାରଣ ଭାରତରେ କିଛି ପ୍ରତିଭାଶାଳୀ ଟି-୨୦ ଖେଳାଳି ଅଛନ୍ତି।
Read More...

ଆସନ୍ତାକାଲିଠାରୁ ଦିନିକିଆ ସିରିଜ, ଏମିତି ହେବ ଭାରତର ପ୍ଲେଇଂ ଇଲେଭେନ୍

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ରବିବାରଠାରୁ ଆରମ୍ଭ ହେଉଛି। ଏହି ସିରିଜ୍ ପୁଣି ଥରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଚମକ ପ୍ରଦର୍ଶନ କରିବ। ପ୍ରଥମ ମ୍ୟାଚ୍ ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜରେ ଶୁଭମନ ଗିଲ
Read More...

ସପ୍ତମ ମା ବ୍ରାହ୍ମଣୀ ଦେବୀ ନାଇଟ୍ କ୍ରିକେଟ,ପଥରଦ୍ୱାର ଚାମ୍ପିଅନ

ଗଣିଆ : ଗଣିଆ ବ୍ଳକ କିଶୋର ପ୍ରସାଦ ପଞ୍ଚାୟତ କାଳିଆପଡା ମା ବ୍ରାହ୍ମଣୀ ଦେବୀ କ୍ଳବ ଆନୁକୂଲ୍ୟରେ ତଥା ମହାନଦୀ ପବ୍ଲିକ ସ୍କୁଲ ସହଯୋଗରେ ସପ୍ତମ ନାଇଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମହାନଦୀ ପବ୍ଲିକ ସ୍କୁଲର ପରିଚାଳନା କମିଟିର
Read More...

ଥରୁଛି ସାରା ଓଡିଶା, ରେକର୍ଡ ଭାଙ୍ଗୁଛି ଶୀତ

ଭୁବନେଶ୍ବର: ସାରା ରାଜ୍ୟରେ ପ୍ରବଳ ଶୀତ ପ୍ରକୋପ ଜାରି ରହିଛି। ମାଘ ଆରମ୍ଭରୁ ହାଡ଼ଭଙ୍ଗା ଜାଡ଼ରେ ଥୁରୁ ଥୁରୁ ହେଉଛି ସାରା ଓଡ଼ିଶା। କନ୍ଧମାଳ ଜିଲାର ଘୁ. ଉଦୟଗିରିରେ ପାରଦ ୨.୬ ଡିଗ୍ରୀକୁ ଖସିଛି। ରାଉରକେଲାରେ ରାତି ତାପମାତ୍ରା ୩.୬ ଡିଗ୍ରୀ ରହିଥିଲା। ସମତଳ ଅଞ୍ଚଳ ମଧ୍ୟରେ ରାଉରକେଲା
Read More...

ନୂଆ ଦଳ ଗଠନ ନେଇ ଏମିତି କହିଲେ ମହମ୍ମଦ ମୋକିମ୍

ଭୁବନେଶ୍ଵର: ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍ ଙ୍କ ବଡ଼ ଘୋଷଣା। ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ। ମୋକିମ୍ କହିଛନ୍ତି ଯେ, 'ନୂଆ ଦଳ ନେଇ ସମୀକରଣ ଚାଲିଛି, ପୂରା ରାଜ୍ୟରୁ ମତାମତ ନିଆଯାଉଛି। ବଡ଼ କାର୍ଯ୍ୟକ୍ରମ ପୂର୍ବରୁ ଅନେକ ପରାମର୍ଶ ଆବଶ୍ୟକ। ପର୍ଯ୍ୟାୟ କ୍ରମେ ଆଗକୁ ବଢୁଛୁ, ମାର୍ଚ୍ଚ
Read More...

କ୍ୟାବିନେଟରେ ୮ ଟି ବିଭାଗର ୧୧ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର :ଆଜି ରାଜ୍ୟ କ୍ୟାବିନେଟର ୩୪ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ
Read More...

ବିଜୟ ହଜାରେ ଟ୍ରଫି: 12 ରୁ କ୍ୱାର୍ଟର ଫାଇନାଲ, ଏହି 8 ଦଳ ମଧ୍ୟରେ ହେବ ଟକ୍କର

ନୂଆଦିଲ୍ଲୀ। ବିଜୟ ହଜାରେ ଟ୍ରଫିର କ୍ୱାର୍ଟରଫାଇନାଲ ପାଇଁ ଆଠଟି ଦଳ ଚୂଡ଼ାନ୍ତ ହୋଇଛି। ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଦଳ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟରଫାଇନାଲ ମ୍ୟାଚ୍ ଜାନୁଆରୀ 12 ରୁ ଆରମ୍ଭ ହେବ। ବିଜେତା ଦଳ ସେମିଫାଇନାଲରେ ମୁହାଁମୁହିଁ ହେବେ। ସେମିଫାଇନାଲରେ
Read More...

ଯାତ୍ରା ଖଳନାୟକ କାହ୍ନୁଚରଣ ସ୍ୱାଇଁଙ୍କ ପରଲୋକ

କେନ୍ଦୁଝର: ପୁଣି ଜଣେ ଯାତ୍ରା କଳାକାରଙ୍କ ମୃତ୍ୟୁ ହୋଇଛି । ଯାତ୍ରା ଖଳନାୟକ କାହ୍ନୁଚରଣ ସ୍ୱାଇଁଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାହ୍ନୁ ଓଡ଼ିଶାର ପ୍ରମୁଖ ଯାତ୍ରାନୁଷ୍ଠାନରେ କାମ କରିବା ବେଳେ ବଳିଷ୍ଠ ଅଭିନୟ ଦ୍ୱାରା ଦର୍ଶକଙ୍କୁ ନିଜ ଆଡକୁ ଆକୃଷ୍ଟ କି ରଖିଥିଲେ ।
Read More...