Yearly Archives

2026

ବାଲିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୭ତମ ବାର୍ଷିକ ଉତ୍ସବ ପାଳନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୭ ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ବିଦ୍ୟାଳୟର ଉନ୍ନତି
Read More...

ଭଦ୍ରକରେ ବିକ୍ରି ହୋଇଥିବା ଶିଶୁକନ୍ୟା କଟକରୁ ଉଦ୍ଧାର

ଭଣ୍ତାରିପୋଖରୀ: ଭଦ୍ରକରେ ବିକ୍ରି ହୋଇଥିବା ଶିଶୁକନ୍ୟାକୁ ଉଦ୍ଧାର କରିଛି ଭଣ୍ତାରିପୋଖରୀ ଥାନା ପୁଲିସ। ଉକ୍ତ ଶିଶୁକୁ କଟକ ମହାନଗରର ରାଜାବଗିଚାରୁ ଉଦ୍ଧାର କରାଯାଇଥିବାର ସୂଚନା ରହିଛି। ଶିଶୁକନ୍ୟାକୁ ବାବା ମା ମାତ୍ର ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ଜଣାଯାଇଛି। ଶିଶୁକନ୍ୟା
Read More...

ଆଜି ଦ୍ବିତୀୟ ଦିନିକିଆ, ଏହି ଖେଳାଳିଙ୍କୁ ମିଳିପାରେ ଡେବ୍ୟୁର ସୁଯୋଗ

ରାଜକୋଟ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯିବ। ଅପରାହ୍ନ ୧:୦୦ ଟାରେ ଟସ୍ ହେବ ଏବଂ ମ୍ୟାଚ୍ ଅପରାହ୍ନ ୧:୩୦ରେ ଆରମ୍ଭ ହେବ। ପ୍ରଥମ ଦିନିକିଆରେ ବିଜୟ ସହିତ, ଟିମ୍ ଇଣ୍ଡିଆ
Read More...

କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଛନ୍ତି। କେନ୍ଦ୍ରମନ୍ତ୍ରୀ ଏଲ୍. ମୁରୁଗନଙ୍କ ଦିଲ୍ଲୀ ଘରେ ପୋଙ୍ଗଲ ପାଳିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏପରିକି କିଛି ଗାଈ ମାନଙ୍କୁ ଖାଇବାକୁ ମଧ୍ୟ ଦେଇଛନ୍ତି। ଏହି ଅବସର​‌ରେ ପ୍ରଧାନମନ୍ତ୍ରୀ
Read More...

ମକର ସଂକ୍ରାନ୍ତିରେ ବୁଡ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ରଘୁନାଥ ଜୀଉ ମଠ ସଂଲଗ୍ନ ବୈତରଣୀ ନଦୀ ଘାଟରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମକର ସଂକ୍ରାନ୍ତିରେ ବୁଡ ପକାଇବେ। ଏ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୧୧୮/୨୬ରେ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି।
Read More...

ବିଜୟ ହଜାରେ ଟ୍ରଫି ; ଦୁଇଟି ସିଜିନରେ 700 ରନ କରିବାରେ ଏକମାତ୍ର ଖେଳାଳି ହେଲେ ପାଡିକଲ

ନୂଆଦିଲ୍ଲୀ: ଦେବଦତ୍ତ ପାଡିକଲ ସୋମବାର ରେକର୍ଡ ବୁକରେ ନିଜ ନାମ ଲେଖିଛନ୍ତି। ବିଜୟ ହଜାରେ ଟ୍ରଫିର ବିଭିନ୍ନ ସିଜନରେ 700 ରୁ ଅଧିକ ରନ ସ୍କୋର କରିଥିବା ପାଡିକଲ ପ୍ରଥମ ବ୍ୟାଟସମ୍ୟାନ୍ ହୋଇଥିଲେ। ବାମହାତୀ ବ୍ୟାଟସମ୍ୟାନଙ୍କ ଏହି ଇନିଂସ ବଳରେ କର୍ଣ୍ଣାଟକ ମୁମ୍ବାଇକୁ ପରାସ୍ତ କରି
Read More...

ବଦଳିପାରେ ଯୁକ୍ତ ୨ ଖାତାଦେଖା ଢ଼ାଞ୍ଚା 

ଭୁବନେଶ୍ବର : ଚଳିତ ବର୍ଷରୁ ବଦଳିପାରେ ଯୁକ୍ତ ୨ ଖାତାଦେଖା ଢ଼ାଞ୍ଚା । ଯୁକ୍ତ ୨ କଳା ଖାତା ଦେଖା ଅନଲାଇନ୍‌ରେ ହୋଇପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କଳା ବିଭାଗ ଖାତାଦେଖା ଅନଲାଇନ୍‌ରେ ହେବା ପାଇଁ ପ୍ରସ୍ତୁତି କରାଯାଉଛି । ଚୂଡ଼ାନ୍ତ
Read More...

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଲା ଖୁସି ଖବର , ଏହି ଦିନ ଖାତାକୁ ଆସିବ ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସିର ଖବର । ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା । ସୋମବାର ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିସାରିଛନ୍ତି । ତେଣୁ ଖୁବଶୀଘ୍ର ହିତାଧିକାରୀଙ୍କୁ ମିଳିବ ସହାୟତା ରାଶି । ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ହିତାଧିକାରୀଙ୍କୁ
Read More...

ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଧାଡି ଦର୍ଶନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ- ଶ୍ରୀମନ୍ଦିର ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଧାଡି ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଧାଡି ଦର୍ଶନ ବା ଶୃ୍‌ଙ୍ଖଳିତ
Read More...

ଝିଅଙ୍କ ବିବାହ ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

କଟକ : ବିବାହ ପୂର୍ବରୁ ଝିଅର ସ୍ଵୀକୃତି ନେବା ଜରୁରୀ। ଜୋର୍ ଜବରଦସ୍ତି ଝିଅର ବିବାହ କରେଇ ପାରିବେ ନାହିଁ ଅଭିଭାବକ କିମ୍ବା ଅନ୍ୟ ସମ୍ପର୍କୀୟ ବୋଲି ଓଡିଶା ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି। ଝିଅକୁ ବିବାହ କରାଇବା ପୂର୍ବରୁ ଝିଅର ନିଷ୍ପତ୍ତି ନେବା ଅତ୍ୟନ୍ତ ଜରୁରୀ ଅଟେ।
Read More...