ଜଟଣୀରେ ସାମାଜିକ ଦୂରତ୍ୱ ପାଇଁ ପ୍ରଚାର କରୁଛନ୍ତି ଛାତ୍ର, ଦେଖନ୍ତୁ ଭିଡିଓ

0 108

ଜଟଣୀରେ ରାଜାବଜାରଠାରୁ ସୀତାଛକ ଦେଇ ହରିଭାଇନା ଛକ ଓ ଗୋରୁହାଟରେ ଅସ୍ଥାୟୀ ଆମିଷ ବଜାର ଏବଂ ବସଷାଣ୍ଡ ଅସ୍ଥାୟୀ ପରିବା ବଜାର, ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଥାନା ପରିସର, ରେଳବାଇ ଗୋଲାଇ ମାର୍କେଟ ଓ ମାଛ ମାର୍କେଟ ଦେଇ ରାଜାବଜାର ଆସିଥିଲେ ମାନବାଧିକାର କର୍ମୀ ଗୌରୀ ସାହୁ ଓ ସ୍ବସ୍ତି ଜ୍ୟୋତି ସ୍କୁଲ୍ରର ୮ମ ଶ୍ରେଣୀ ଛାତ୍ର ମହେଶ ମହେନ୍ଦ୍ର କରୋନା ଭାଇରସ୍ ସଂର୍ପକରେ ସାମାଜିକ ଦୂରତ୍ୱ ସଚେତନତା ସୃଷ୍ଟି କରିଥିଲେ।

hiring
hiranchal ad1
Leave A Reply

Your email address will not be published.

10 − 1 =