ବୌଦ୍ଧ – ଆଜି ଜିଲ୍ଲାରେ ୧୮୩ ଆକ୍ରାନ୍ତ ଚିହ୍ନଟ, ଭେଜିଗୋରାରୁ ୩୮

0 3,471

hiring

ବୌଦ୍ଧ,୧୦/୫ – ବୌଦ୍ଧ ଜିଲ୍ଲାରେ ୧୮୩ କରୋନା ପଜିଟିଭ ଆଜି ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଆଜି ଜିଲ୍ଲାରେ ସର୍ବାଧିକ ହରଭଙ୍ଗା ବ୍ଲକ୍ ଅଂଚଳର ଚିହ୍ନଟ ହୋଇଥିବା ଜଣା ପଡିଛି l ଭେଜିଗୋରାରୁ ୩୮ ଜଣ ଓ ତାଲବାହାଲ୍ ଗ୍ରାମରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି | ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଁଳାପାଲି ଗ୍ରାମ ପଞ୍ଚାୟତ ଟlଟର କିଲା ଗ୍ରାମରୁ 1 ଜଣ, ବଢିଗାଁ ଗ୍ରାମ ପଞ୍ଚାୟତ ଛତନିଆକଟl ଗ୍ରାମରୁ 1 ଜଣ ଓ ବଢିଗାଁ ଗ୍ରାମରୁ 1 ଜଣ, ବlଉଁଶୁଣି ଗ୍ରାମରୁ 4 ଜଣ, ବୌଦ୍ଧ ବ୍ରିଜ ଛକ ନିକଟରୁ 1 ଜଣ, ବ୍ରାମ୍ହଣ ପାଲି ଗ୍ରାମ ପଞ୍ଚାୟତ କାଶଲ୍ ପୁର୍ ଗ୍ରାମରୁ 2 ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ଉସୁମିଲିକା ଗ୍ରାମରୁ 2 ଜଣ, ଗୁନ୍ଦୁଲିଆ ଗ୍ରାମରୁ 2 ଜଣ, ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ଗୋବିନ୍ଦ ପୁର୍ ଗ୍ରାମରୁ 1 ଜଣ, ଲକ୍ଷ୍ମୀ ପ୍ରସାଦ ଗ୍ରାମ ପଞ୍ଚାୟତ ନାରୟଣ ନଗର ଗ୍ରାମରୁ 1 ଜଣ, ମନୁପାଲି ଗ୍ରାମ ପଞ୍ଚାୟତ ଡ଼ିଗୀ ଗ୍ରାମରୁ 1 ଜଣ, ମୁର୍ଶୁଣ୍ଡି ଗ୍ରାମ ପଞ୍ଚାୟତ ପଲାଶ ଗ୍ରାମରୁ 2 ଜଣ, ପଦ୍ମନ ପୁର୍ ଗ୍ରାମ ପଞ୍ଚାୟତ ମକୁନ୍ଦ ପୁର୍ ଗ୍ରାମରୁ 2 ଜଣ, ରକସା ଗ୍ରାମ ପଞ୍ଚାୟତ ବାହାଜୋର୍ ଗ୍ରାମରୁ 1 ଜଣ, ରକସା ଗ୍ରାମରୁ 1 ଜଣ, ଶଗଡା ଗ୍ରାମ ପଞ୍ଚାୟତ କୁରୁ ମୁଣ୍ଡା ଗ୍ରାମରୁ 1 ଜଣ, ଶଗଡା ଗ୍ରାମରୁ 1 ଜଣ, ତାଲସରଡା ଗ୍ରାମ ପଞ୍ଚାୟତ କଙ୍କଲା ଗ୍ରାମରୁ 14 ଜଣ, ତେନ୍ତୁଳି ପଦର ଗ୍ରାମରୁ 1 ଜଣ, ତେଲିବନ୍ଧ ଗ୍ରାମରୁ 1 ଜଣ, ହରଭଙ୍ଗା ବ୍ଲକ୍ ଆଦେନିଗଦ୍ ଗ୍ରାମ ପଞ୍ଚାୟତ ମାଧପୁର ଗ୍ରାମରୁ 2 ଜଣ, ବାମଣ୍ଡା ଗ୍ରାମ ପଞ୍ଚାୟତ କରୁଣା ପାଲି ଗ୍ରାମରୁ 1 ଜଣ, ତାଲବାହାଲ୍ ଗ୍ରାମରୁ 29 ଜଣ, ଛତ୍ରଙ୍ଗ ଗ୍ରାମରୁ 1 ଜଣ, ଧଲପୁର୍ ଗ୍ରାମ ପଞ୍ଚାୟତ ଖର ସଙ୍କୁଲେଇ ଗ୍ରାମରୁ 1 ଜଣ ସାକୁ ସିଙ୍ଗା ଗ୍ରାମରୁ 1 ଜଣ, ଧଲପୁର୍ ଗ୍ରାମରୁ 13 ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ଭେଜିଗୋରାରୁ 38 ଜଣ, ହରଭଙ୍ଗା ଗ୍ରାମରୁ 4 ଜଣ, ନୁଆ କୋଡାସିଙ୍ଗା ଗ୍ରାମରୁ 1 ଜଣ, କୁସଂଗ ଗ୍ରାମରୁ 2 ଜଣ, ପୁରୁଣା କଟକ ଗ୍ରାମରୁ 2 ଜଣ, ରାଧାନଗର୍ ଗ୍ରାମ ପଞ୍ଚାୟତ ଲାଣ୍ଡିବନ୍ଧ ଗ୍ରାମରୁ 1 ଜଣ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ମଲିକପଡା ଗ୍ରାମରୁ 2 ଜଣ, ସାମ୍ପୋଚ୍ ଗ୍ରାମରୁ 1 ଜଣ, ସରସରା ଗ୍ରାମ ପଞ୍ଚାୟତ ମାଉଲୀ ସିଙ୍ଗା ଗ୍ରାମରୁ 3 ଜଣ, ତିଲେସ୍ବର୍ ଗ୍ରାମ ପଞ୍ଚାୟତ ମାଣିକ ପୁର୍ ଗ୍ରାମରୁ 5 ଜଣ, କୃଷ୍ଣପାଲି ଗ୍ରାମରୁ 1 ଜଣ, କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଞ୍ଚାୟତ ପଦର୍ ପଡା ଗ୍ରାମରୁ 1 ଜଣ, ବଡ଼ ରାହାଜୋର୍ ଗ୍ରାମରୁ 1 ଜଣ, ଗୁଡଭେଲିପଦର୍ ଗ୍ରାମ ପଞ୍ଚାୟତ ଜୟଦ ପୁର୍ ଗ୍ରାମରୁ 4 ଜଣ, ଜୋଗୀନ୍ଦ୍ର ପୁର୍ ଗ୍ରାମରୁ 2 ଜଣ, ଖଟଖଟିଆ ଗ୍ରାମରୁ 1 ଜଣ, ମନମୁଣ୍ଡା ଗ୍ରାମ୍ ପଞ୍ଚାୟତ ବାସୁଦେବ ପାଲି ଗ୍ରାମରୁ 1 ଜଣ, ଦେଉଳି ଗ୍ରାମରୁ 2 ଜଣ, ମନମୁଣ୍ଡା ଗ୍ରାମରୁ 4 ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ଧାନଖଣ୍ଡି ଗ୍ରାମରୁ 1 ଜଣ, ଶିମିଳି ପଦର ଗ୍ରାମ ପଞ୍ଚାୟତ କିର୍ଲା ଗ୍ରାମରୁ 1 ଜଣ, ଲୋକାପଡା ଗ୍ରାମରୁ 2 ଜଣ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ବାରଡୋଲ ଗ୍ରାମରୁ 1 ଜଣ, ଶୁଣ୍ଢିପଦର ଗ୍ରାମରୁ 1 ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ଖଲିଆ ବଗିଚା ସାହିରୁ 3 ଜଣ, ରାଜନପାଲି ଓ ବୁଟୁପାଲିରୁ 2 ଜଣ ଲେଖାଏଁ, ରାମେଶ୍ୱର ବିହାର, ମାଳିସାହି, ବଗିଚା ସାହି, ରଥ ସାହି ଓ ନୁଆ ରେଭିନ୍ୟୂ କଲୋନୀରୁ 1 ଜଣ ଲେଖାଏଁ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

nine − 2 =