ଓଡିଶାକୁ ବାତ୍ୟା ଭୟ ନାହିଁ

0 148

ଭୁବନେଶ୍ୱର,୧୧/୫ : ଆସନ୍ତା ୧୩ ତାରିଖରେ ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୧୬ ତାରିଖ ବେଳକୁ ବାତ୍ୟାର ରୂପ ନେବ ତେବେ ଏହାର ପ୍ରଭାବ ବାଙ୍ଗୋପସାଗର ଉପରେ ରହିବ ନାହିଁ ବୋଲି କହିଛନ୍ତି ଆଇ ଏମଡିର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଏଣୁ ଓଡିଶା ଉପରେ ବାତ୍ୟା ଭୟ ନାହଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

hiranchal ad1
Leave A Reply

Your email address will not be published.

17 + 19 =