ସିଏମ୍‌ସି କର୍ମଚାରୀଙ୍କୁ ଆକ୍ରମଣ ଘଟଣା : ୧୫ ମହିଳାଙ୍କ ସମେତ ୬୭ ବସ୍ତିବାସିନ୍ଦା ଗିରଫ

0 99

କଟକ : ସିଏମ୍‌ସି କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଆଜି କଟକ କମିଶନରେଟ ପୁଲିସ ୧୫ଜଣ ମହିଳାଙ୍କ ସମେତ ୬୭ଜଣ ବସ୍ତି ବାସିନ୍ଦାଙ୍କୁ ଗିରଫ କରିଛି । ଗତ୨ ଦିନ ତଳେ କାଳବୈଶାଖୀରେ ତମ୍ବୁ ଘର ଉଜୁଡି ଯିବା ପ୍ରତିବାଦରେ କଟକ ନୂଆପଡା ବାଲିସାହି ବସ୍ତି ବାସିନ୍ଦା କଟକ ମହାନଗର ନିଗମ(ସିଏମ୍‌ସି) କର୍ମଚାରୀ ଓ ପୁଲିସ ଉପରେ ଆକ୍ରମଣ କରିଥିଲେ । ମଧୁପାଟଣା ପୁଲିସ ପକ୍ଷରୁ ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

hiranchal ad1
Leave A Reply

Your email address will not be published.

fifteen − 11 =