ବୌଦ୍ଧ,୧୩/୫ – ଆଜି ଗୋଟିଏ ଦିନରେ ବୌଦ୍ଧଜିଲ୍ଲାରୁ ରେକର୍ଡ ସଂଖ୍ୟକ ୨୩୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି କେବଳ ସାଂପୋଚ ଗ୍ରାମ ପଞ୍ଚାୟତରୁ ହିଁ ୧୧୩ ପଜିଟିଭ ଚିନ୍ହଟ ହୋଇଥିବା ଜଣାପଡିଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଲିଆର୍ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ ୨୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବୌଦ୍ଧବ୍ଲକ୍ ଆମ୍ବଝରୀ ଗ୍ରାମ ପଞ୍ଚାୟତ ଝାଙ୍କରପଡା ଗ୍ରାମରୁ ୯ ଜଣ, ବଢିଗାଁ ଗ୍ରାମ ପଞ୍ଚାୟତ ବଲାସିଙ୍ଗା ଗ୍ରାମରୁ ୧ଜଣ, ବଘିଆପଡା ଗ୍ରାମରୁ ୧ ଜଣ, ବୌଦ୍ଧ ବ୍ରିଜଛକରୁ ୧ ଜଣ, ଗୋଛାପଡା ଗ୍ରାମରୁ ୧ ଜଣ, ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ଗୋବିନ୍ଦପୁର୍ ଗ୍ରାମରୁ ୧ ଜଣ, ଜହ୍ନାପଙ୍କ ଗ୍ରାମରୁ ୧ ଜଣ, ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଜଗତୀ ଗ୍ରାମରୁ ୧ ଜଣ, ମୁଣ୍ଡାପଡା ଗ୍ରାମ ପଞ୍ଚାୟତ କମିରା ଗ୍ରାମରୁ ୧ ଜଣ, ଖମାରୀ ପଡା ଗ୍ରାମରୁ ୧୬ ଜଣ, ମୁର୍ଷୁଣ୍ଢିି ଗ୍ରାମ ପଞ୍ଚାୟତ ଜଗଦୀଶପୁର୍ ଗ୍ରାମରୁ ୧ ଜଣ, ମୁର୍ଷୁଣ୍ଢିି ଗ୍ରାମରୁ ୨ ଜଣ, ତାଲସରଡା ଗ୍ରାମ ପଞ୍ଚାୟତ ଟାଇଁଜନ ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ ରତନପୁର୍ ଗ୍ରାମରୁ ୧ ଜଣ, ବାମଣ୍ଡା ଗ୍ରାମରୁ ୨ ଜଣ, ବନ୍ଧା ପଥର ଗ୍ରାମ ପଞ୍ଚାୟତ ଗୁଡପଡା ଗ୍ରାମରୁ ୧ ଜଣ, ବାଣୀଭୂଷଣପୁର୍ ଗ୍ରାମ ପଞ୍ଚାୟତ ଚାରିଛକ ଗ୍ରାମରୁ ୪ ଜଣ, ଛତ୍ରଙ୍ଗ ଗ୍ରାମରୁ ୧ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ଭେଜିଗୋରାରୁ ୧ ଜଣ, ସମ୍ବଲପୁର ଗ୍ରାମରୁ ୧ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ ତୁକୁଲୁଣ୍ଡା ଗ୍ରାମରୁ ୧ଜଣ, କରଞ୍ଜକଟା ଗ୍ରାମରୁ ୧ ଜଣ, କୁଶଙ୍ଗ ଗ୍ରାମ ପଞ୍ଚାୟତ କୁମାରୀ ଗ୍ରାମରୁ ୧ ଜଣ, ଲୁଣିବାହାଲ୍ ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମ ପଞ୍ଚାୟତ ଯାଜପୁର ଗ୍ରାମରୁ ୧ ଜଣ, ରାଜିଂ ଗ୍ରାମରୁ ୧ ଜଣ, ସାଲକଟା ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମରୁ ୫ ଜଣ, ରାଧାନଗର ଗ୍ରାମ ପଞ୍ଚାୟତ ବାଲିପୁର୍ ଗ୍ରାମରୁ ୨ ଜଣ, ରାମଗଡ ଗ୍ରାମ ପଞ୍ଚାୟତ କୋଇଲିସୁତା ଗ୍ରାମରୁ ୧ ଜଣ, ସାଂପୋଚ ଗ୍ରାମ ପଞ୍ଚାୟତ ରାମ୍ଭିକଟା ଗ୍ରାମରୁ ୧ ଜଣ, ସାଂପୋଚ ଗ୍ରାମରୁ ୫୫ ଜଣ, ଶ୍ୟାମସୁନ୍ଦରପୁର୍ ଗ୍ରାମରୁ ୫୭ ଜଣ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ମଲିକପଡା ଗ୍ରାମରୁ ୫ ଜଣ, ଶଙ୍କରଡା ଗ୍ରାମରୁ ୧ ଜଣ, ସରସରା ଗ୍ରାମ ପଞ୍ଚାୟତ ସାନ ବୁଟୁପାଲି ଗ୍ରାମରୁ ୧ ଜଣ, ତଳଗାଁ ଗ୍ରାମ ପଞ୍ଚାୟତ ବଡଭୁରତା ଓ ସାନଭୁରତା ଗ୍ରାମରୁ ୧ ଜଣ ଲେଖାଏଁ, କଣ୍ଟାମାଳ ବ୍ଲକ୍ ବରଗାଁ ଗ୍ରାମ ପଞ୍ଚାୟତ ମଲିକୁଦ୍ ଗ୍ରାମରୁ ୧ ଜଣ, ବିଳାସପୁର ଗ୍ରାମ ପଞ୍ଚାୟତ ତାଲପଡା ଗ୍ରାମରୁ ୧ ଜଣ, ଦପଲା ଗ୍ରାମରୁ ୮ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ବଡ ଛପାପାଲି ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମରୁ ୫ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ବୁଟୁମୁଣ୍ଡା ଗ୍ରାମରୁ ୧ ଜଣ, କୁଲୁତାଜୋର୍ ଗ୍ରାମପଞ୍ଚାୟତ କେଉଟିପାଲି ଗ୍ରାମରୁ ୧ ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ଜାମୁଖୋଲ୍ ଗ୍ରାମରୁ ୧ ଜଣ, ମନମୁଣ୍ଡା ଗ୍ରାମ୍ ପଞ୍ଚାୟତ ବାସୁଦେବ ପାଲି ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ପିପଲପାଲି ଗ୍ରାମରୁ ୧ ଜଣ, ରେଙ୍ଗାଲି ଗ୍ରାମ ପଞ୍ଚାୟତ ଚାରପାଲି ଗ୍ରାମରୁ ୪ ଜଣ, ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ ଶୁଲିଆ ଗ୍ରାମରୁ ୩ ଜଣ ରୁଣ୍ଡି ମହୁଲ ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଧୁଙ୍ଗିୟା ପଦର ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମରୁ ୧ ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ସୁଦସାହିରୁ ୪ ଜଣ, ନୂଆଁ ରେଭିନ୍ୟୁ କଲୋନୀରୁ ୩ ଜଣ, ବୁଟୁପାଲି, ସହିଦ ଛକ, ଖଲିଆବଗିଚା, ଦାନୀ ସାହି, ମୁସଲିମ ପଡା, ଖଦାଲ୍ ସାହି, ରାଜବାଟୀ, ପୋଡାପଡା ଓ ନୂଆସାହି ଅଂଚଳର ୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।