ବୌଦ୍ଧ : ଆଜି 220 କରୋନା ପଜିଟିଭ ଚିହ୍ନଟ, ଖମାରୀପଡାରୁ 52 ଜଣ

0 5,542

hiring

ବୌଦ୍ଧ,୧୪/୫ – ଆଜି ବୌଦ୍ଧ ଜିଲ୍ଲାରେ 228 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ତନ୍ମଧ୍ୟରୁ 8 ଜଣ ସୋନପୁର ଜିଲ୍ଲାର ଲୋକଙ୍କ ରିପୋର୍ଟ ମିଶି ଥିବାରୁ ବୌଦ୍ଧ ଜିଲ୍ଲାର ବାସୀନ୍ଦା ହିସାବରେ 220 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଲିଆର୍ ସିଂ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିନ୍ହଟ ହୋଇଥିବା 220 କରୋନା ପଜିଟିଭ ମଧ୍ୟରୁ ବୌଦ୍ଧ ବ୍ଲକ୍ ଆମ୍ବଝରୀ ଗ୍ରାମ ପଞ୍ଚାୟତ ଝାଙ୍କର ପଡା ଗ୍ରାମରୁ 17 ଜଣ, ବଢିଗାଁ ଗ୍ରାମ ପଞ୍ଚାୟତ ଛତନିଆକଟl ଗ୍ରାମରୁ 1 ଜଣ ଓ ବଲାସିଙ୍ଗା ଗ୍ରାମରୁ 1 ଜଣ, ବହିରl ଗ୍ରାମ ପଞ୍ଚାୟତ ତାଲପଡା ଗ୍ରାମରୁ 1 ଜଣ ଓ ଜୁରାମୁଣ୍ଡା ଗ୍ରାମରୁ 1 ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଛେଳି ବାହାଲ୍ ଗ୍ରାମରୁ 14 ଜଣ, ବୈଦ୍ୟନାଥ ପୁର୍ ଗ୍ରାମରୁ 1 ଜଣ, ବାଉଁଶୁଣୀ ଗ୍ରାମରୁ 1 ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ଥପା ପାଲି ଗ୍ରାମରୁ 1 ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତ କୁମର କାନୀ ଗ୍ରାମରୁ 1 ଜଣ ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ପୋଲାମ୍ ଗ୍ରାମରୁ 1 ଜଣ ଓ ଜନ୍ହାପଙ୍କ ଗ୍ରାମରୁ 1 ଜଣ, ଲକ୍ଷ୍ମୀ ପ୍ରସାଦ ଗ୍ରାମ ପଞ୍ଚାୟତ ଜଗତୀ ଗ୍ରାମରୁ 1 ଜଣ, ମନୁପାଲି ଗ୍ରାମ ପଞ୍ଚାୟତ ସାହୁପଡା ଗ୍ରାମରୁ 1 ଜଣ, ମୁଣ୍ଡା ପଡା ଗ୍ରାମ ପଞ୍ଚାୟତ ଖମାରୀ ପଡା ଗ୍ରାମରୁ 52 ଜଣ, କମିରା ଗ୍ରାମରୁ 1 ଜଣ, ମୁଣ୍ଡି ପଦର ଗ୍ରାମ ପଞ୍ଚାୟତ ଜାଲୋଇ ଗ୍ରାମରୁ 1 ଜଣ, ମୁର୍ଶୁଣ୍ଡି ଗ୍ରାମ ପଞ୍ଚାୟତ ଜଗଦୀଶ ପୁର୍ ଗ୍ରାମରୁ 1 ଜଣ, ଇଣ୍ଡିଆନ୍ ରିଜର୍ଭ ବାଟlଲିୟନ୍ ମଧ୍ୟକୁ 1 ଜଣ,ରକସା ଗ୍ରାମ ପଞ୍ଚାୟତ ମହେଶ୍ୱର ପିଣ୍ଡା ଗ୍ରାମରୁ 1 ଜଣ, ଶଗଡା ଗ୍ରାମରୁ 2 ଜଣ, ତାଲସରଡା ଗ୍ରାମ ପଞ୍ଚାୟତ ସାହାଜପାଲ୍ ଗ୍ରାମରୁ 2 ଜଣ, ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ ରଘୁନାଥ ପୁର୍ ଓ ଜଟେସୀଙ୍ଗା ଗ୍ରାମରୁ 1 ଜଣ ଲେଖାଏଁ, ବାଣୀ ଭୁଷଣ ପୁର୍ ଗ୍ରାମ ପଞ୍ଚାୟତ ମାର୍ଦ୍ଦିଙ୍ଗ ଗ୍ରାମରୁ 1 ଜଣ, ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଭାଲିଆ ଗୋରା ଗ୍ରାମରୁ 4 ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ଭେଜିଗୋରାରୁ 1 ଜଣ, ବୁକେସିଙ୍ଗା ଗ୍ରାମରୁ 3 ଜଣ, କରଞ୍ଜ କଟା ଗ୍ରାମ ପଞ୍ଚାୟତ ତୁକୁଲୁଣ୍ଡା ଗ୍ରାମରୁ 1 ଜଣ, କୁସଂଗ ଗ୍ରାମ ପଞ୍ଚାୟତ କୁମାରୀ ଗ୍ରାମରୁ 2 ଜଣ, କୁଶଙ୍ଗ ଗ୍ରାମରୁ 1 ଜଣ, ଲୁଣିବାହାଲ୍ ଗ୍ରାମ ପଞ୍ଚାୟତ ତାଳ ପଦର ଗ୍ରାମରୁ 1 ଜଣ, ମହାଳିକ ପଡା ଗ୍ରାମ ପଞ୍ଚାୟତ ଶଙ୍କରୀ ଗ୍ରାମରୁ 1 ଜଣ, ମଥୁରା ଗ୍ରାମ ପଞ୍ଚାୟତ କେଲାକଟା ଗ୍ରାମରୁ 1 ଜଣ, ପୁରୁଣା କଟକ ଗ୍ରାମ ପଞ୍ଚାୟତ ସାଲକଟା ଗ୍ରାମରୁ 1 ଜଣ ଓ ପୁରୁଣା କଟକ ଗ୍ରାମରୁ 1 ଜଣ, ରାଧାନଗର୍ ଗ୍ରାମ ପଞ୍ଚାୟତ ବାଲିପୁର୍ ଗ୍ରାମରୁ 1 ଜଣ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ବୁଲରା ଗ୍ରାମରୁ 1 ଜଣ, ଛେଳି ଖାଇ ଗ୍ରାମରୁ 11 ଜଣ, ମଲିକପଡା ଗ୍ରାମରୁ 2 ଜଣ, ନୁଆଁପଡା ଗ୍ରାମରୁ 2 ଜଣ, ପଦାମାଲ ଗ୍ରାମରୁ 4 ଜଣ, ସଙ୍କୁଲେଇ ଗ୍ରାମରୁ 1 ଜଣ, ସରସରା ଗ୍ରାମରୁ 1 ଜଣ, ତଳଗାଁ ଗ୍ରାମ ପଞ୍ଚାୟତ ଛିଟିକାବାରୀ ଗ୍ରାମରୁ 2 ଜଣ, ତଳଗାଁ ଗ୍ରାମରୁ 2 ଜଣ, ତିଲେଶ୍ବର ଗ୍ରାମ ପଞ୍ଚାୟତ କୃଷ୍ଣପାଲି ଗ୍ରାମରୁ 1 ଜଣ ଓ ତାକୁଡଗ୍ରାମରୁ 1 ଜଣ, କଣ୍ଟାମାଳ ବ୍ଲକ୍ ବରଗୋଛା ଗ୍ରାମପଞ୍ଚାୟତ କଳାଶୁଲିଆ ଗ୍ରାମରୁ 1 ଜଣ, ମାଝୀପଡl ଗ୍ରାମରୁ 1 ଜଣ, ଲୁଣପଙ୍ଗା ଗ୍ରାମରୁ 1 ଜଣ, ବିଲାସପୁର ଗ୍ରାମ ପଞ୍ଚାୟତ ବଡ ରାହାଜୋର୍ ଗ୍ରାମରୁ 3 ଜଣ, ପଦରପଡା ଗ୍ରାମରୁ 1 ଜଣ, ପାଣ୍ଡରୀ ପଡା ଗ୍ରାମରୁ 2 ଜଣ, ରାକ୍ଷସ କୁଟୀ ଗ୍ରାମରୁ 2 ଜଣ, ଥାଟୀପାଲି ଗ୍ରାମରୁ 1 ଜଣ, ଦପଲା ଗ୍ରାମ ପଞ୍ଚାୟତ ବଉଳ ସିଙ୍ଗା ଗ୍ରାମରୁ 1 ଜଣ, ଦପଲା ଗ୍ରାମରୁ 4 ଜଣ, ଘିକୁଣ୍ଡି ଗ୍ରାମରୁ 1 ଜଣ, ଗୁଡଭେଲିପଦର୍ ଗ୍ରାମ ପଞ୍ଚାୟତ ଖଲିଆ ମୁଣ୍ଡା, ଗୁଡଭେଲିପଦର୍ ଓ ଡଂଗାଝୋଲ ଗ୍ରାମରୁ 1 ଜଣ ଲେଖାଏଁ, ଜୋଗୀନ୍ଦ୍ର ପୁର୍ ଗ୍ରାମ ପଞ୍ଚାୟତ ଗୋହିପିଟl ଗ୍ରାମରୁ 1 ଜଣ, ଜୋଗୀନ୍ଦ୍ର ପୁର୍ ଗ୍ରାମରୁ 1 ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ଗାଡିଆ ଜୋର୍ ଓ କଲରା କୋଠା ଗ୍ରାମରୁ 1 ଜଣ ଲେଖାଏଁ, କଣ୍ଟାମାଳ ଗ୍ରାମରୁ 4 ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତ ଟିକରlପଡା ଗ୍ରାମରୁ 1 ଜଣ, ଖଲିଆପାଲି ଗ୍ରାମରୁ 1 ଜଣ, ଖମନ ମୁଣ୍ଡା ଗ୍ରାମ ପଞ୍ଚାୟତ ଗୁଞ୍ଜର ମାଲ୍ ଗ୍ରାମରୁ 1 ଜଣ, ଖଟଖଟିଆ ଗ୍ରାମରୁ 2 ଜଣ, କୁଲୁତାଜୋର୍ ଗ୍ରାମପଞ୍ଚାୟତ କେଉଟି ପାଲି ଗ୍ରାମରୁ 1 ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ଲାଖ ପର୍ବତ ଗ୍ରାମରୁ 1 ଜଣ, ମନମୁଣ୍ଡା ଗ୍ରାମ୍ ପଞ୍ଚାୟତ ଜାମୁପାଲି ଗ୍ରାମରୁ 1 ଜଣ, ନାରୟଣ ପ୍ରସାଦ ଗ୍ରାମ ପଞ୍ଚାୟତ ଗୁଜlମେଣ୍ଡି ଗ୍ରାମରୁ 1 ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ପିପଲପାଲି, ବାଘମୁଣ୍ଡା ଓ ପଲସାଗୋରା ଗ୍ରାମରୁ 1 ଜଣ ଲେଖାଏଁ, ଶିମିଳି ପଦର ଗ୍ରାମ ପଞ୍ଚାୟତ ଲୋକାପଡା ଗ୍ରାମରୁ 1 ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ରଥ ସାହି ଓ ନୂଆସାହି ଅଂଚଳର 4 ଜଣ ଲେଖାଏଁ, ବୁଟୁପାଲି ଓ ପୋଡlପଦା ଅଂଚଳରୁ 3 ଜଣ ଲେଖାଏଁ, ସୁଦ ସlହିରୁ 2 ଜଣ, ରାମେଶ୍ୱର ବିହାର, ରାଜନପାଲି, ଖଲିଆବଗିଚା, ବଗିଚା ସାହି, ମୁସଲିମ ପଡା, ଖଦାଲ୍ ସାହି ଓ ବାବୁ ସlହିରୁ 1 ଜଣ ଲେଖାଏଁ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

four × 2 =