ଭୁବନେଶ୍ୱର,୧୪/୫ : ପିଏମ ବନାମ କାଳିଆ ୟାକୁ ନେଇ ଆଜି ପୁଣି ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସବୁ ଚାଷୀଙ୍କୁ ପିଏମ କିଷାନର ଲାଭ ଦେଉ ବୋଲି କହିଥିବା ବେଳେ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ କରି ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଛନ୍ତି ।