ବାତ୍ୟା କ୍ଷତିଗ୍ରସ୍ତ ପରିବାରକୁ ୭ ଦିନ ରିଲିଫ

0 76

ଭୁବନେଶ୍ୱର,୨୬/୫ :ବାତ୍ୟା ୟସ ପ୍ରଭାବିତ ୧୨୮ଟି ଗ୍ରାମର ସବୁ ପରିବାରକୁ ସପ୍ତାହେ ରିଲିଫ ଯୋଗେଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ୨୪ ଘଣ୍ଟା ଭିତରେ ମରାମତି ହେବ ପ୍ରମୁଖ ରାସ୍ତା । ୪୮ ଘଣ୍ଟାରେ ପ୍ରଭାବିତ ଗାଁକୁ ୮୦ ପ୍ରତିଶତ ବିଜୁଳି ଦିଆଯିବ ।ପଞ୍ଚାୟତ ପ୍ରତିନିଧିଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ । ବାତ୍ୟା ବେଳେ ସମସ୍ତ ଜିଲ୍ଲା ପ୍ରଶାସନ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ କାମକୁ ବି ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × three =