ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

0 367

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଗୁଦୁରମୁଣ୍ଡା ଗାଁର ଗତକାଲି ଅପରାହ୍ନ ୪ ଟାରେ ଟ୍ରାକ୍ଟର ଓଲଟି ଡ୍ରାଇଭରର ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ଜଣକ ହେଲେ ଗୁଦୁରମୁଣ୍ଡା ଗାଁର ଅଖି ମିର୍ଦ୍ଧାଙ୍କ ପୁଅ ସୁଧୀର ମିର୍ଦ୍ଧା (୩୫) । ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣା ସ୍ଥଳରେ ଟିକ୍ରାପଡା ପୋଲିସ ପହଁଚି ତଦନ୍ତ କରୁଥିବା ଜଣାପଡିଛି । ମୃତ ଡ୍ରାଇଭରଙ୍କ ଦୁଇଟି ପୁଅ ଥିବା ଜଣାପଡୁଛି ।

hiranchal ad1
Leave A Reply

Your email address will not be published.

16 + 10 =