ଭୁବନେଶ୍ୱର : ବିଜେଡିର କଟକ ସାଂସଦ ଭର୍ତ୍ତୃହରି ମହାତାବଙ୍କ ନାମରେ ଥାନାରେ ଏଭିଯୋଗ ହୋଇଛି । ତାଙ୍କର ନାମରେ ତାଙ୍କ ବୋହୂ ଥାନାରେ ଅଭିଯୋଗ କରିଥିବା ଜାତୀୟ ଭୁବନେଶ୍ୱର : ବିଜେଡିର କଟକ ସାଂସଦ ଭର୍ତ୍ତୃହରି ମହାତାବଙ୍କ ନାମରେ ଥାନାରେ ଏଭିଯୋଗ ହୋଇଛି । ତାଙ୍କର ନାମରେ ତାଙ୍କ ବୋହୂ ଥାନାରେ ଅଭିଯୋଗ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଭୋପାଳର ଏକ ମହିଳା ଥାନାରେ ଏହି ଅଭିଯୋଗ ହୋଇଥିବା ଜଣାପଡିଛି । ସାଂସଦ ଭର୍ତ୍ତୃହରିଙ୍କ ନାମରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ । ସେହିପରି ତାଙ୍କ ପୁଅ ଓ ପତ୍ନୀଙ୍କ ନାମରେ ମଧ୍ୟ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଏହି ନେଇ ସାଂସଦଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।