ସୁସ୍ଥ ଅଛନ୍ତି ପିସିସି ସଭାପତି

0 71

ଭୁବନେଶ୍ୱର : ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତକାଲି ଅସୁସ୍ଥତା କାରଣରୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଭଲ ଖବର ସାମ୍ନାକୁ ଆସିଛି । ସେ ଏବେ ସୁସ୍ଥ ଥିବା ଆପୋଲୋ ଡାକ୍ତର ପ୍ରକାଶ କରିଛନ୍ତି । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପୂର୍ବରୁ ହୃଦରୋଗ ଜନିତ ସମସ୍ୟା ଥିଲା ।

hiranchal ad1
Leave A Reply

Your email address will not be published.

twenty − 10 =