୯ ଖଣ୍ଡ ଗ୍ରାମର ଯୁବକ ମାନଙ୍କୁ ନେଇ ଡ଼ଃ.ଆମ୍ବେଦକର କମିଟି ଗଠିତ

0 185

ଫୁଲବାଣୀ,୨୭/୧୧:-କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ଫୁଲବାଣୀରୁ ଏଫସି ବୌଦ୍ଧଜିଲ୍ଲା ସଂଯୋଗ ଜିଲ୍ଲାର ଶେଷ ସୀମାରେ ଅବସ୍ଥିତ ଅବହେଳିତ ନଖଣ୍ଡ ମୌଜାର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି ସମସ୍ତ ଯୁବକ । ବୁଧବାର ଦିନ ସାମାଜସେବୀ ବୈଦ୍ୟନାଥ ବେହେରାଙ୍କ ନେତୃତ୍ୱରେ୯ ଖଣ୍ଡ ମୌଜାର ଯୁବକ ମାନଙ୍କୁ ନେଇ ବୈଠକ ବସି କମିଟି ଗଠନ କରିଛନ୍ତି । ଏହା ପୂର୍ବରୁ ଅକ୍ଟୋବର ମାସ ୮ତାରିଖରେ ପ୍ରଥମ ବୈଠକ ବସିଥିଲା । ଏହା ଦ୍ୱିତୀୟ ବୈଠକ ଅନୁଷ୍ଠିତ କରାଯାଇ ପୂର୍ବ ନିଷ୍ପତ୍ତି ଅନୁଯାୟୀ ସମସ୍ତଙ୍କ ଏକମତକ୍ରମେ ପ୍ରସ୍ତାବ ଓ ସମର୍ଥନ ଅନୁସାରେ ସାମାଜସେବୀ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ନଖଣ୍ଡ ମୌଜା ଭି.ଆର ଆମ୍ବେଦକର ଯୁବ ପରିଷଦ ନାମକରଣ କରାଯାଇଛି । ହେଲେ ଯୁବ ପରିଷଦର ଅଧ୍ୟକ୍ଷ ଭାବେ ବୈଦ୍ୟନାଥ ବେହେରା ସଭାପତି ରାଘବ ବେହେରା, କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ବେହେରା, ଆବାହକ, ଅଜୟ କୁମାର ବେହେରା, ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ମଲିକ କୋଷାଧ୍ୟକ୍ଷ ସଞ୍ଜିତ କୁମାର କହଁର, ୩ ଜଣ ଉପ ସଭାପତି ସୁନୀଲ କୁମାର ମଲିକ,ତ୍ରିନାଥ ଯାନୀ,ବିକ୍ରମ ଜାଲ ୩ ଜଣ ଯୁଗ୍ମ ସମ୍ପାଦକ ଆଶିଷ କୁମାର ବେହେରା,ଗୌର ଜାଲ, ସରୋଜ କୁମାର ପ୍ରଧାନ,୨୦ଜଣ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିମାଇଁ ମଲିକ,ଦୁର୍ଯ୍ୟୋଧନ ବେହେରା, ପ୍ରଭାସ କୁମାର ବେହେରା, ମହେଶ୍ୱର ବେହେରା, ଅଙ୍ଗଦ ମଲିକ, ପ୍ରଶାନ୍ତ ଜାଲ, ସୁମନ୍ତ ମଲିକ, ସାନନ୍ଦ ପ୍ରଧାନ, ରଞ୍ଜିତ ବେହେରା, ରବୀନ୍ଦ୍ର ପ୍ରଧାନ, ବିକାଶ ପ୍ରଧାନ, ସନ୍ତୋଷ ପ୍ରଧାନ, ମନୋଜ ପ୍ରଧାନ, ସଞ୍ଜିତ ବେହେରା, ଭୀମସେନ ପ୍ରଧାନ, ଲବ ବାଘ, କୁଶ ବାଘ, ଅନୀଲ ଜାଲ, ନିରାକାର ଜାଲ, ସନୁ ନାୟକ, ନୀଳମଣି ବେହେରା, ମିଥୁନ ବେହେରା,ସୀମାଞ୍ଚଳ ବେହେରା, ସୂର୍ଯ୍ୟକାନ୍ତ ମଲିକ, ରାଜକୁମାର ମଲିକ, କୃଷ୍ଣ ଚନ୍ଦ୍ର କହଁର, ବବୁଲ କହଁର, ପ୍ରମୋଦ ମଲିକ, ପ୍ରଶାନ୍ତ ମଲିକ, ବିରାଜ ବେହେରା, ମିଲନ କହଁର, ସତ୍ୟଜିତ କହଁର, ସୋମ୍ୟକାନ୍ତ ଯାନୀ । ସେହିଭଳି ଉପଦେଷ୍ଟା ଭାବେ ଦାମୋଦର ବେହେରା, ସୁଶୀଳ କୁମାର ବେହେରା, ସୁଶାନ୍ତ ଜାଲ, ମାର୍କଣ୍ଡ ଭୋଇ, ଭଜମନ ପ୍ରଧାନ, ଅନୀଲ କୁମାର ମଲିକ, ଶ୍ରୀକାନ୍ତ ପ୍ରଧାନ ପ୍ରମୁଖ ମନୋନୀତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

seventeen + eight =