ଇଡିରେ ହଜାର ହେଲେ ଗୋପାଳପୁର ବିଧାୟକ

0 64

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଇଡିରେ ହଜାର ହୋଇଥିବାର ଖବର ମିଳିଛି। ଟାଟାରେ ଚାକିରୀ ସ୍କାମ ଘଟଣାରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ସମନ ହୋଇଥିଲା। ପୂର୍ବରୁ ଦୁଇଥର ସ୍ୱାସ୍ଥ୍ୟଗତ କାରଣରୁ ଇଡିରେ ହାଜର ହୋଇନଥିଲେ ପ୍ରଦୀପ। ମାତ୍ର ଆଜି ଦିନ ୧୦ଟାରେ ସେ ଇଡିରେ ହାଜର ହୋଇଥିଲେ।
ଇଡିର ଡାକରା ଉପରେ ପ୍ରଦୀପ ପ୍ରାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଜଣେ ଆଇନକୁ ସମ୍ମାନ ଦେଉଥିବା ବ୍ୟକ୍ତି।
ଆମେ ଆଇନକୁ ତିଆରି କରୁଛୁ। ଇଡିର ପଚାରଉଚରା ଉପରେ ସହଯୋଗ କରିବି। ଇଡି ତାର କାମ କରୁଛି। ନିୟମ ଅନୁସାରେ ଝିଅକୁ ପଚରାଯାଇଛି। ଆକାଶ ଆଉ ଅଭୟଙ୍କୁ ବି ପଚରାଯାଇଛି।

hiranchal ad1
Leave A Reply

Your email address will not be published.

eighteen − 12 =