ନବରଙ୍ଗପୁର: ଅତିରିକ୍ତ ଜିଲ୍ଲା ଜଜ୍ (ଶିଶୁ ଯୌନ ଅପରାଧ ନିରୋଧ ଅଦାଲତ) ଶ୍ରୀମତୀ ପ୍ରଣତି ସାହାଙ୍କୁ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସଂଘ ସଭାପତି ଆଶିଷ ରଂଜନ ପଟ୍ଟନାୟକ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ପ୍ରତାପ ପଣ୍ଡା, ଯୁଗ୍ମ ସମ୍ପାଦକ ସନ୍ତୋଷ ନାୟକ, କୋଷାଧ୍ୟକ୍ଷ ବିଧୁ ଶେଖର ତ୍ରିପାଠୀ, କାର୍ଯ୍ୟ କାରିଣୀ ସଦସ୍ୟ ତପନ କୁମାର ପାଣିଗ୍ରାହୀ, ଗୋପାଳ ଶତପଥୀ, ଅତିରିକ୍ତ ସରକାରୀ ଆଇନଜୀବୀ ରବୀନ୍ଦ୍ରନାଥ ବେବର୍ତ୍ତା, ଅତିରିକ୍ତ ସରକାରୀ ଆଇନଜୀବୀ ସନ୍ତୋଷ ମିଶ୍ର, ଆଇନଜୀବୀ ବରୁଣ ନାୟକ, ଗୋପାଳ ନାୟକ, ରାଜ କିଶୋର ନାଗ, ସୁରଜ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ ।