ଘର ଘର ବୁଲି ସଚେତନତା ସହ କୋଭିଡ ଟିକା ପ୍ରଦାନ କଲେ ସ୍ୱାସ୍ଥ୍ୟ କର୍ମୀ

0 78

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମହିଳା ସ୍ୱାସ୍ଥ୍ୟ କର୍ମୀ ବି.ଜଗଦମ୍ବା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରଞ୍ଜିତ ଜେନା ଓ ଆଶା କର୍ମୀ ଅପୂର୍ବ ବରାଡ଼, ସଂଯୁକ୍ତା ବରାଡ଼, ଅଙ୍ଗନବାଡି ହେଲ୍ପର୍‌ ଡି.ଲକ୍ଷ୍ମୀଙ୍କ ମିଳିତ ସହଯୋଗରେ ଘର ଘର ବୁଲି ଲୋକଙ୍କୁ ସଚେତନତା କରାଇବା ସହ ଲୋକଙ୍କୁ ବୁଝାଇ ଯେଉଁମାନେ କୋଭିଡ ଟଲକା ନେଇ ନଥିଲେ ସେମାନଙ୍କୁ କୋଭିଡ ଟିକାର ପ୍ରଥମ ଡୋଜ ଓ ଯେଉଁମାନେ ଦ୍ୱିତୀୟ ଡୋଜ ନେଇ ନାହାନ୍ତି ସେମାନଙ୍କ ନେବାକୁ କୁହାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟକର୍ମୀ । ଏହାକୁ ତଦାରଖ କରୁଛନ୍ତି ସ୍ୱାସ୍ଥ୍ୟ ସୁପର ଭାଇଜର ପ୍ରମୋଦ କୁମାର ନାୟକ ।

hiranchal ad1
Leave A Reply

Your email address will not be published.

one × 3 =