ରାସନ୍‌ କାଡଧାରୀଙ୍କୁ ସରକାରଙ୍କର କରୋନା ସହାୟତା

0 153

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍‌ ଅନ୍ତର୍ଗତ ଟିଟରାପଙ୍ଗା ପଂଚାୟତରେ ପ୍ରଥମ କରି ରାସନ୍‌ କାର୍ଡ ହିତାଧିକାରୀଙ୍କୁ ସରପଞ୍ଚ ଗୀତାଞ୍ଜଳୀ ଜାନି ପ୍ରତ୍ୟେକଙ୍କୁ ୧୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଏଠାରେ ୨୦୦ ହିତାଧିକାରୀଙ୍କୁ ସହାୟତା ରାଶି ଦିଆଯାଇଥିଲା । ସେଠାରେ ନାଏବ ସରପଞ୍ଚ ବ୍ରହ୍ମାନନ୍ଦ ଦିଗାଲ , ନୋଡାଲ ଅଫିସର କାଳୀ ଦାସ ଦିଗାଲ, ସମିତି ସଭ୍ୟ ମନିଷା ଦିଗାଲ ସମ୍ପୂର୍ଣ୍ଣ ସହଯୋଗ କରିଥଲେ । ହିତାଧିକାରୀ ମାନେ ୧୦୦୦ ଟଙ୍କାର ସହାୟତା ରାଶି ପାଇ ଖୁସି ବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × 4 =