ହୋମ ଆଇସୋଲେସନ ପାଇଁ ନୂଆ ମାର୍ଗଦର୍ଶିକା ଜାରି

0 98

ନୂଆଦିଲ୍ଲୀ: କେନ୍ଦ୍ର ପକ୍ଷରୁ ସଂଶୋଧିତ ହୋମ ଆଇସୋଲେସନ ଗାଇଡଲାଇନ୍ ଜାରି କରାଯାଇଛି । ସ୍ୱଳ୍ପ ଓ ଲକ୍ଷଣହୀନ ଆକ୍ରାନ୍ତ ଅଧିକ ରହୁଥିବାରୁ ଗାଇଡଲାଇନ୍ ଜାରି କରାଯାଇଛି । ଡାକ୍ତରଙ୍କ ଦ୍ୱାରା ଚିହ୍ନିତ ଲକ୍ଷଣହୀନ ରୋଗୀ ଆଇସୋଲେସନରେ ରହିବେ । ଆକ୍ରାନ୍ତଙ୍କ ପରିବାରକୁ ପରାମର୍ଶ ପାଇଁ କଣ୍ଟ୍ରୋଲ ରୁମ ନମ୍ବର ଦିଆଯିବ । ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ଦେଖାରଖା କରିପାରିବେ । ଘରେ ଉପଯୁକ୍ତ ବ୍ୟବସ୍ଥା ଥିଲେ ହୋମ୍ ଆଇସୋଲେସନ କରିପାରିବେ । ୬୦ବର୍ଷରୁ ଅଧିକ ଓ ଏକାଧିକ ରୋଗରେ ପୀଡିତ ରୋଗୀ ରହିପାରିବେ । ନୂଆ ଗାଇଡଲାଇନରେ ୭ଦିନ ହୋମ୍ ଆଇସୋଲେସନରେ ରହିବେ । ହୋମ୍ ଆଇସୋଲେସନ ଅବଧି ପୂରଣ ପରେ ଟେଷ୍ଟ ଆବଶ୍ୟକ ନାହିଁ ।

hiranchal ad1
Leave A Reply

Your email address will not be published.

five × 3 =