ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ସହରରେ ଥିବା ସମସ୍ତ ହୋଡିଙ୍ଗ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଘୁ.ଉଦୟଗିରି ସହରରେ ଥିବା ସମସ୍ତ ସରକାରୀ ବିଜ୍ଞାପନ ହୋଡିଂ ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିଲା ଏବଂ ଦଳୀୟ ପ୍ରଚାର ହୋଡିଂ ଦଳୀୟ ପତ୍ତାକାକୁ ଆଜି ସ୍ଥାନୀୟ ଏନଏସି ପକ୍ଷରୁ ନିର୍ବାହୀ ଅଧିକାରୀ ଶ୍ରୀମତି ଇତିଶ୍ରୀ ଷଡଙ୍ଗୀଙ୍କ ନେତୃତ୍ୱରେ ସାରା ସହର ବୁଲି ସବୁ ହୋଡିଂକୁ ବାହାର କରିଦିଆଯାଇଛି ।