ବୌଦ୍ଧ ଏନ୍‌ଏସି କାଉନସିଲରଙ୍କ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

0 223

ଭୁବନେଶ୍ୱର : ରାଜ୍ୟର ୧୦୭ ଏନ୍‌ଏସି ଓ ପୌରପରିଷଦର ମୋଟ ୧୭୫୬ କାଉନସିଲର ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ଆଜି ପ୍ରକାଶ ପାଇଛି । ଚୂଡାନ୍ତ ସଂରକ୍ଷଣ ତାଲିକା ଅନୁଯାୟୀ ବୌଦ୍ଧ ଏନ୍‌ଏସିର ମୋଟ ୧୭ ୱାର୍ଡ ପାଇଁ କାଉନସିଲରଙ୍କ ସଂରକ୍ଷଣ ତାଲିକା ମଧ୍ୟ ପ୍ରକାଶ ପାଇଛି । ଚୂଡାନ୍ତ ସଂରକ୍ଷଣ ତାଲିକା ଅନୁଯାୟୀ ମୋଟ କାଉନସିଲରଙ୍କ ମଧ୍ୟରୁ ଏସ୍‌ସିଙ୍କ ପାଇଁ ୨ଟି ୱାର୍ଡ ଥିବା ବେଳେ ଏସ୍‌ସି (ମହିଳା)ଙ୍କ ପାଇଁ ୩, ଏସ୍‌ଟି (ମହିଳା)ଙ୍କ ପାଇଁ ୧, ମହିଳାଙ୍କ ପାଇଁ ୫, ଅଣ ସଂରକ୍ଷିତଙ୍କ ପାଇଁ ୬ଟି ୱାର୍ଡ ରହିଛି ।

hiranchal ad1
Leave A Reply

Your email address will not be published.

eighteen − three =