ସୁତନ ପଞ୍ଚାୟତର ସରପଞ୍ଚ ପାର୍ଥିନୀ ସନ୍ଧ୍ୟାରାଣୀ ଜେନାଙ୍କ ଭୋଟ ଭିକ୍ଷା

0 60

କୋଣାର୍କ : ପୁରୀ ଜିଲ୍ଲା ଗୋପ ବ୍ଲକ ସୁତନ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବା ସହ ଅନ୍ୟାୟକୁ ଦମନ କରିବା ପାଇଁ ସରପଞ୍ଚ ପାର୍ଥିନୀ ଶ୍ରୀମତୀ ସନ୍ଧ୍ୟା ରାଣୀ ଜେନା ଆରମ୍ଭ କରିଦେଇଛନ୍ତି ଭୋଟ ଭିକ୍ଷା । ଆଗାମୀ ଦିନରେ ପଞ୍ଚାୟତର ନିରୀହ ଗରିବ ଲୋକମାନଙ୍କ ସେବା ଯୋଗାଇ ଦେବା ସହିତ ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ପ୍ରକାର ସରକାରୀ ଯୋଜନାକୁ ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚାଇବା,ପଞ୍ଚାୟତକୁ ସୁନ୍ଦର ଭାବରେ ଗଢି ତୋଳିବେ ବୋଲି ସରପଞ୍ଚ ପାର୍ଥିନୀ ଶ୍ରୀମତୀ ଜେନା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − 9 =