ପବିତ୍ର ସ୍ୱରସ୍ୱତୀ ପୂଜା ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା

0 50

ପୁରୀ,୫/୨- ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା ଚିତ୍ରକଳା କରି ଏହି ପବିତ୍ର ଦିନର ଶୁଭେଚ୍ଛା ଜଣାଇଛନ୍ତି । ସୁଦର୍ଶନ ଦେବୀ ସ୍ୱରସ୍ୱତୀଙ୍କ ପ୍ରତିମାକୁ ବାଲୁକା ଚିତ୍ରକଳାରେ ଆଙ୍କି ସରସ୍ୱତୀ ପୂଜାର ଶୁଭେଚ୍ଛା ଦେଇଛନ୍ତି । ଏହି ବାଲୁକା ଚିତ୍ରକଳାଟି ଖୁବ ସୁନ୍ଦର ହୋଇଛି ।

hiranchal ad1
Leave A Reply

Your email address will not be published.

twenty − 20 =