ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁଘଟଣା ଗ୍ରସ୍ତ, ଅଳ୍ପକେ ବତ୍ତିଲେ ମନ୍ତ୍ରୀ

0 659

ଫୁଲବାଣୀ : ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଭେଟ କୋଲ୍‌ ଘାଟିରେ ଭାରସାମ୍ୟ ହରାଇବା ଯୋଗୁଁ ତାଙ୍କ ଗାଡି ଦୁର୍ଘଟଣା ଘଟିଛି । ଗାଡ଼ିଟି ରାସ୍ତା କଡକୁ ଖସି ଯାଇଥିଲା । ତେବେ ଅଳ୍ପକେ ବର୍ତ୍ତି ଯାଇଥିଲେ ମନ୍ତ୍ରୀ ଜେନା । ମନ୍ତ୍ରୀ ଜେନା ପ୍ରଥମ ଗାଡ଼ିରେ ବସିଥିବା ବେଳେ ଏହା ତାଙ୍କ ପିଏଙ୍କ ଗାଡ଼ି ଥିଲା । ଫୁଲବାଣୀରୁ ନିର୍ବାଚନ ପ୍ରଚାରରେ ମନ୍ତ୍ରୀ ଜେନା ସୁଡୁରୁକୁମ୍ପା ଯାଉଥିବା ବେଳେ ପିଏଙ୍କ ଏହି ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ତେବେ କାହାର କିଛି କ୍ଷତି ହୋଇନଥିବା ପଡ଼ିଛି । ସଦର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି ।

hiranchal ad1
Leave A Reply

Your email address will not be published.

18 − ten =