ବିଜେଡିରେ ମିଶିଲେ ୧୦୦ରୁ ଅଧିକ ବିଜେପି କର୍ମୀ

0 134

ପାରଳାଖେମୁଣ୍ଡି : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କାଶୀନଗର,ବ୍ଲକ, କେ. ସିତାପୁର ଗ୍ରାମ ପଞ୍ଚାୟତ ସିଙ୍ଗିପୁର ଗ୍ରାମରେ ବିଜେଡ଼ି ଦଳର ମିଶ୍ରଣ ପର୍ବ ଓ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୦୦ ରୁ ଅଧିକ ଆଗଧାଡିର ବିଜେପି କର୍ମୀ ଡ଼ଃ ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେଡି ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ଡ଼ଃ ତିରୁପତି ପାଣିଗ୍ରାହୀ, ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ବିଜେଡ଼ି ଦଳ ସମର୍ଥିତ ଜିଲ୍ଲା ପରିଷଦ ଜୋନ-୨ ପ୍ରାର୍ଥୀ ଗବାରା ତିରୁପତି ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

17 − six =