ପୁରୀ ଆସିବେ ରାଷ୍ଟ୍ରପତି!

0 165

ପୁରୀ : ଚଳିତ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତା ୨୦ ତାରିଖରେ ସେ ଆସିବାର ସମ୍ଭାବନା ରହିଛି । ଏହି ଗସ୍ତ କାଳରେ ଏକ ଧର୍ମୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି । ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ପୁରୀ ଜିଲ୍ଲା ପ୍ରଶାସନ ପାଖରେ ଏନେଇ ଖବର ରହିଛି । ତେବେ ସରକାରୀ ଭାବେ ସେମାନଙ୍କ ନିକଟରେ ଏନେଇ କିଛି ସୂଚନା ନାହିଁ । ଅର୍ଥାତ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖକୁ ଏ ସମ୍ବନ୍ଧୀୟ କିଛି ଚିଠି ଆସି ନାହିଁ ।

hiranchal ad1
Leave A Reply

Your email address will not be published.

4 × four =