ବିଭିନ୍ନ ଗ୍ରାମରେ ବିଜେଡିର ପ୍ରଚାର

0 94

ପାରଳାଖେମୁଣ୍ଡି : ଆଜି କାଶିନଗର ବ୍ଲକ ହାଡୁଭାଙ୍ଗି ଗ୍ରାମ ପଞ୍ଚାୟତର ହାଡୁଭଙ୍ଗି, ଭିସ୍ତଳା ଓ ଚୋଡଙ୍ଗିପୁର ଗ୍ରାମରେ ବିଜେଡି ପକ୍ଷରୁ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ହୋଇଥିଲା । ଏହି ପ୍ରଚାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ଡ. ତିରୁପତି ପାଣିଗ୍ରାହୀ ଓ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ମରୁତପାଲ, ଭରତ ଭୂଷଣ ଓ ରାଜୁ ବେହେରା ପ୍ରମୁଖ ଉପସ୍ଥିତ ହୋଇ କାଶିନଗର ଜୋନ-୨. ବିଜେଡି ଦଳ ସମର୍ଥିତ ଗବାରା ତିରୁପତି ରାଓଙ୍କ ପାଇଁ ଗ୍ରାମ ଓ ସାହିରେ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନାକୁ ନେଇ ଲୋକମାନଙ୍କ ପାଖକୁ ଯାଇ ପ୍ରଚାର କରିଥିଲେ ।

hiranchal ad1
Leave A Reply

Your email address will not be published.

15 + 20 =