ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗର ବେପାରୀ

0 53

ବାଲେଶ୍ବର: ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗର ବେପାରୀ। ବାଲେଶ୍ବର ସୋରର ହୋଟେଲ ଲିଓ ସାଇ ଇଣ୍ଟରନ୍ଯାସନାଲ ପାଖରୁ ଜବତ ହୋଇଛି ପୁଳାପୁଳା ବ୍ରାଉନସୁଗର। ଜବତ ବ୍ରାଉନସୁଗର ୧ କେଜି ୧୦୦ ଗ୍ରାମର ହୋଇଥିବା ବେଳେ ଆନୁମାନିକ ମୂଲ୍ଯ ୧ କୋଟିରୁ ଉଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡ଼ିଛି। ବ୍ରାଉସୁଗରର କାରବାରରେ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ୨୦୨୦ରୁ ସ୍ପେଶାଲ ଡ୍ରାଇଭ ଚଳାଇଛି ଏସଟିଏଫ । ଆଜିଯାଏ ୪୮ କେଜିରୁ ଉଦ୍ଧ୍ୱ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୮୯ କେଜିରୁ ଅଧିକ ଗଞ୍ଜେଇ ସହ ୧୨୨ ବେପାରୀ ଗିରଫ ହୋଇଛନ୍ତି।

hiranchal ad1
Leave A Reply

Your email address will not be published.

two × three =