କ୍ରିଷନ କୁମାରଙ୍କୁ ନୂଆ ଦାୟିତ୍ୱ

0 159

ଭୁବନେଶ୍ୱର : ଆଇଏଏସ କ୍ରିଷନ କୁମାରଙ୍କୁ ମିଳିଛି ନୂଆ ଦାୟିତ୍ୱ । ତାଙ୍କୁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗର ଯୁଗ୍ମ ସଚିବଭାବେ ନିଯୁକ୍ତ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏବେ ସେ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଭାବେ କାର୍ଯ୍ୟ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

twenty − thirteen =