୨୦୨୦-୨୧ ବର୍ଷର ଓଡିଶା ସରକାରଙ୍କ ଆର୍ଥିକ ବିବରଣୀ ରାଜ୍ୟପାଳଙ୍କୁ ପ୍ରଦାନ

0 51

ଭୁବନେଶ୍ୱର : ଓଡିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ମହାଲେଖାକାର (ଲେଖା ଓ ହକ୍‌ଦାରୀ) ଅନନ୍ତ କିଶୋର ବେହେରା ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଓଡିଶା ବିଧାନସଭାର ଆସନ୍ତା ବଜେଟ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ଓଡିଶା ସରକାରଙ୍କ ୨୦୨୦-୨୧ ବର୍ଷର ବିତ୍ତଲେଖା ଓ ବିନିଯୋଗ ଲେଖାର ପୁସ୍ତକ ଆଜି ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

11 + nineteen =