ଦଶପଲ୍ଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ତରଫରୁ ବିଭିନ୍ନ ପଞ୍ଚାୟତର ଫଳାଫଳ ଘୋଷଣା

0 211

ଦଶପଲ୍ଲା : ଦୀର୍ଘ ୩ ଦିନର ଭୋଟ୍‌ ଗଣତି ପରେ ଦଶପଲ୍ଲା ବିଡିଓ ବିଶ୍ୱରଂଜନ ବିଶ୍ୱାସ ୨୦ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୩ଟି ଜିଲ୍ଲା ପରିଷଦ ସଭ୍ୟଙ୍କ ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି । ପ୍ରାପ୍ତ ସୂଚନାପତ୍ର ଅନୁସାରେ, ନୂଆଗାଁ -ସରପଞ୍ଚ ରଂଜିତା ଗୌଡ, ସମିତିସଭ୍ୟା ରଶ୍ମିତାକର୍ପୂର, କଳସାଖମଣ-ରଶ୍ମିତା ମଳିକ-ସରୋଜ ମଳିକ, ଦୁଡା – ଭବାନୀବାଳା କହଁର ,ସ୍ୱର୍ଣ୍ଣଲତା ଦେହୁରୀ, କୁଜାମେଣ୍ଟି – ସଂଗୀତା ପୃଷ୍ଟି , ଶ୍ରଦ୍ଧାଞ୍ଜଳୀ ସାହୁ , ଚଡେୟାପଲ୍ଲୀ – ଲକ୍ଷ୍ମୀପ୍ରୀୟା ସୃଷ୍ଟି,ସୁବାସିନୀ କରଣ , କୁଲୁରୁକୁମ୍ପା- ଅଶୋକ କୁମାର ନାୟକ – ନନ୍ଦିନୀ ନାୟକ , ଟାକରା – ମଦନ କୁମାର ଜାନୀ – ପ୍ରଶାନ୍ତ ଦଳବେହେରା , ତୁମାଣ୍ଡି – ମିତାରାଣୀ ମାଝୀ- ଅନୁପମା ମଲ୍ଲିକ, ତେଣ୍ଡାବାଡି ଦାଶରଥୀ ନାୟକ – ଲକ୍ଷ୍ମୀପ୍ରୀୟା ବେହେରା , ଶିମିଳିସାହିରେ ସଂଜୟ ପଟ୍ଟନାୟକ – ସୁନନ୍ଦା ସାହୁ , ପୋଖରିଗୋଛା – ଶିବସେନ ନାୟକ – ବାପୁଜୀ ସାହୁ , ଭୋଗବାଡି – ନିର୍ମଳ ସାହୁ – ଉପେନ୍ଦ୍ର ମଲ୍ଲିକ , ସରିଗଣ୍ଡା – କସ୍ତୁରୀ ବେହେରା – ଅମୀୟ ନାଏକ, ଘୋଳାହାଣ୍ଡି – ପ୍ରଦୀପ କୁମାର ସାହୁ – ରାମକୃଷ୍ଣ ପରିଡା , ଡିହଗାଁ – ବରୁଣ ପାତ୍ର – ଧ୍ରୁବଚରଣ ପ୍ରଧାନ, ନଛିପୁର – ବିନୋଦିନୀ ବେହେରା – ପଦ୍ମଚରଣ ପ୍ରଧାନ , ମଧ୍ୟଖଣ୍ଡ – ସସ୍ମିତା ପ୍ରଧାନ, ଅନୁପମା ବେହେରା , ଖମାରସାହି – ସଂଧ୍ୟାରାଣୀ ବେହେରା, ମନୋରମା ବେହେରା, ଘୁଗୁଡିପଡା -ରମେଶକୁମାର ସାହୁ ଓ ମାମୀ ପ୍ରଧାନ, ବାଣିଗୋଛା-ସସ୍ମିତା ମହାକୁଡ-ସୁକାନ୍ତି ଜାନୀ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି । ପ୍ରକାଶ ଥାଉକି, ବାଣୀଗୋଛା ସରପଞ୍ଚ ପ୍ରାର୍ଥିନୀ ସସ୍ମିତା ମହାକୁଡ଼ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୭୮୫ ଖଣ୍ଡ ଭୋଟ୍‌ରେ ଆଗୁଆ ରହି ଦଶପଲ୍ଲାରେ ରେକର୍ଡ ସୃଷ୍ଟି କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × 5 =