୫ ରାଜ୍ୟ ବିଧାନସଭା ନିର୍ବାଚନ ନେଇ ଆସିଲା ଏକଜିଟ୍‌ ପୋଲ ରିପୋର୍ଟ, ଜାଣନ୍ତୁ ୟୁପିରେ କିଏ ଗଢିବ ସରକାର

0 216


ନୂଆଦିଲ୍ଲୀ : ୫ ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ଆଜି ଶେଷ ହୋଇଛି । ଉତ୍ତରପ୍ରଦେଶରେ ଚାଲିଥିବା ୭ ପର୍ଯ୍ୟାୟ ନିର୍ବାଚନ ମଧ୍ୟ ଆଜି ଶେଷ ହୋଇଛି । ଏହାପରେ ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥା ଦ୍ୱାରା ଏକଜିଟ ପୋଲ ଘୋଷଣା କରାଯାଇଛି । ଏଥିରେ କୁହାଯାଇଛି ଯେ, ଉତ୍ତରପ୍ରଦେଶରେ ପୁଣିଥରେ ଯୋଗୀ ସରକାର ଗଢିବାକୁ ଯାଉଥିବା ବେଳେ ବଡ ବିପର୍ଯ୍ୟୟ ଘଟାଇ ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆପ୍‌ କ୍ଷମତା ଦଖଲ କରିବ । ଏଠାରେ କଂଗ୍ରେସ ଦ୍ୱିତୀୟ ଦଳ ଭାବେ ବିରୋଧୀ ଆସନରେ ବସିବ ବୋଲି କୁହାଯାଇଛି । ସେହିପରି ମଣିପୁରରେ ମଧ୍ୟ ବିଜେପି ସରକାର ଗଢିବାର ସମ୍ଭାବନା ଅଧିକ ରହିଛି । କିନ୍ତୁ ତାଙ୍କୁ ମ୍ୟାଜକ ସଂଖ୍ୟା ମିଳିପାରି ନାହିଁ । ୬୦ ବିଶିଷ୍ଟ ଆସନରୁ ଦଳକୁ ୩୦ଟି ଆସନର ବିଜୟୀ ହେବ ବୋଲି କୁହାଯାଇଛି । ସେହିପରି ଉତ୍ତରଖଣ୍ଡରେ ମଧ୍ୟ ବିଜେପି କ୍ଷମତାସୀନ ହୋଇପାରେ । ଏଠାରେ ୭୦ ଆସନରୁ ଦଳକୁ ୩୪ ଆସନ ମିଳିବ ବୋଲି କୁହାଯାଇଛି । ଏଠାରେ ମ୍ୟାଜିକ ସଂଖ୍ୟା ରହିଛି ୩୬ । ସେହିପରି ଗୋଆରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଏଠାରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିନାହିଁ । ପଞ୍ଜାବରେ ଆପକୁ ୬୭ ଆସନ ମିଳିବ ବୋଲି ରିପୋର୍ଟରେ କୁହାଯାଇଛି । ୧୧୭ ବିଶିଷ୍ଟ ପଞ୍ଜାବରେ ମ୍ୟାଜିକ ସଂଖ୍ୟା ୫୯ ରହିଛି । ସେହିପରି ଉତ୍ତର ପ୍ରଦେଶରେ ପୁଣିଥରେ ବିଜେପି କ୍ଷମତାସୀନ ହେବାକୁ ଯାଉଛି । ଏଠାରେ ଦଳକୁ ୨୩୪ରୁ ଅଧିକ ଆସନ ମିଳିବ ବୋଲି ଏକଜିଟ ପୋଲ ରିପୋର୍ଟରେ କୁହାଯାଇଛି । ଏଠାରେ ମ୍ୟାଜକ୍‌ ସଂଖ୍ୟା ରହିଛି ୨୦୨ ।

ଗୋଆ ବିଧାନସଭା ନିର୍ବାଚନ ନେଇ ବିଭିନ୍ନ ସଂସ୍ଥା ଦ୍ୱାରା ଏକଜିଟ ପୋଲ ରିପୋର୍ଟ
ଇଟିଜି ରିସର୍ଚ୍ଚ
ବିଜେପି : ୧୭-୨୦
କଂଗ୍ରେସ : ୧୫-୧୭
ଆପ୍‌ : ୩-୪
ଅନ୍ୟାନ୍ୟ : ୦
ଇଣ୍ଡିଆ ନ୍ୟୁଜ୍‌
ବିଜେପି : ୧୩-୧୯
କଂଗ୍ରେସ : ୧୪-୧୯
ଆପ୍‌ : ୩-୫
ଅନ୍ୟାନ୍ୟ : ୦
ଇଣ୍ଡିଆ ଟିଭି ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚ
ବିଜେପି : ୧୦-୧୪
କଂଗ୍ରେସ : ୨୦-୨୫
ଆପ୍‌ : ୩-୫
ଅନ୍ୟାନ୍ୟ : ୦
ଇଣ୍ଡିଆ ଟିଭି ସିଏନ୍‌ଏକ୍
ବିଜେପି : ୧୬-୨୨
କଂଗ୍ରେସ : ୧୧-୧୭
ଆପ୍‌ : ୧-୨
ଅନ୍ୟାନ୍ୟ : ୦
ନ୍ୟୁଜି ଏକ୍ସ-ପୋଲଷ୍ଟ୍ରାଟ୍‌
ବିଜେପି : ୧୭-୧୯
କଂଗ୍ରେସ : ୧୧-୧୩
ଆପ୍‌ : ୦
ଅନ୍ୟାନ୍ୟ : ୦
ରିପୋବ୍ଲିକ ଟିଭି
ବିଜେପି : ୧୩-୧୭
କଂଗ୍ରେସ : ୧୩-୧୭
ଆପ୍‌ : ୨-୪
ଅନ୍ୟାନ୍ୟ : ୦
ଟାଇମ୍ସ ନାଓ-ଭେଟୋ
ବିଜେପି : ୧୪
କଂଗ୍ରେସ : ୧୬
ଆପ୍‌ : ୦
ଅନ୍ୟାନ୍ୟ : ୦
ଜି ନ୍ୟୁଜ୍‌
ବିଜେପି : ୧୩-୧୮
କଂଗ୍ରେସ : ୧୪-୧୯
ଆପ୍‌ : ୨-୫
ଅନ୍ୟାନ୍ୟ : ୦

ମଣିପୁର ବିଧାନସଭା ନିର୍ବାଚନ ନେଇ ବିଭିନ୍ନ ସଂସ୍ଥା ଦ୍ୱାରା ଏକଜିଟ ପୋଲ ରିପୋର୍ଟ
ଇଣ୍ଡିଆ ନ୍ୟୁଜ୍‌
ବିଜେପି : ୨୩-୨୮
କଂଗ୍ରେସ : ୧୦-୧୪
ଅନ୍ୟାନ୍ୟ : ୦
ଇଣ୍ଡିଆ ଟିଭି ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚ
ବିଜେପି : ୨୬-୩୧
କଂଗ୍ରେସ : ୧୨-୧୭
ଅନ୍ୟାନ୍ୟ : ୦
ନ୍ୟୁଜ୍‌ ୧୮ ପଞ୍ଜାବ
ବିଜେପି : ୨୭-୩୧
କଂଗ୍ରେସ : ୧୧-୧୭
ଅନ୍ୟାନ୍ୟ : ୦
ଜି ନ୍ୟୁଜ୍‌
ବିଜେପି : ୩୨-୩୮
କଂଗ୍ରେସ : ୧୨-୧୭
ଅନ୍ୟାନ୍ୟ : ୦

hiring

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ନେଇ ବିଭିନ୍ନ ସଂସ୍ଥା ଦ୍ୱାରା ଏକଜିଟ ପୋଲ ରିପୋର୍ଟ
ଇଟିଜି ରିସର୍ଚ୍ଚ
ବିଜେପି : ୩୭-୪୦
କଂଗ୍ରେସ : ୨୯-୩୨
ଆପ୍‌ : ୦-୧
ଅନ୍ୟାନ୍ୟ : ୦
ଣ୍ଡିଆ ଟିଭି ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚ
ବିଜେପି : ୨୫-୨୯
କଂଗ୍ରେସ : ୩୭-୪୧
ଆପ୍‌ : ୦
ଅନ୍ୟାନ୍ୟ : ୦
ନ୍ୟୁଜି ଏକ୍ସ-ପୋଲଷ୍ଟ୍ରାଟ୍‌
ବିଜେପି : ୩୧-୩୩
କଂଗ୍ରେସ : ୩୩-୩୫
ଆପ୍‌ : ୦
ଅନ୍ୟାନ୍ୟ : ୦
ରିପୋବ୍ଲିକ ଟିଭି
ବିଜେପି : ୩୫-୩୯
କଂଗ୍ରେସ : ୨୮-୩୪
ଆପ୍‌ : ୦-୩
ଅନ୍ୟାନ୍ୟ : ୦
ଟାଇମ୍ସ ନାଓ-ଭେଟୋ
ବିଜେପି : ୩୭
କଂଗ୍ରେସ : ୩୧
ଆପ୍‌ : ୧
ଅନ୍ୟାନ୍ୟ : ୦
ଜି ନ୍ୟୁଜ୍‌
ବିଜେପି : ୨୬-୩୦
କଂଗ୍ରେସ : ୩୫-୪୦
ଆପ୍‌ : ୦
ଅନ୍ୟାନ୍ୟ : ୦

ପଞ୍ଜାବ ବିଧାନସଭା ନିର୍ବାଚନ ନେଇ ବିଭିନ୍ନ ସଂସ୍ଥା ଦ୍ୱାରା ଏକଜିଟ ପୋଲ ରିପୋର୍ଟ
ବିପି ନ୍ୟୁଜ-ସି ଭୋଟର
ବିଜେପି: ୭-୧୩
କଂଗ୍ରେସ:୨୨-୨୮
ଆପ୍‌:୫୧-୬୧
ଅକାଳୀ:୨୦-୨୬
ଇଟିଜି ରିସର୍ଚ୍ଚ
ବିଜେପି: ୩-୭
କଂଗ୍ରେସ:୨୭-୩୩
ଆପ୍‌:୭୦-୭୫
ଅକାଳୀ:୭-୧୩
ଇଣ୍ଡିଆ ନ୍ୟୁଜ୍‌
ବିଜେପି: ୬-୮
କଂଗ୍ରେସ:୨୩-୨୬
ଆପ୍‌:୩୯-୪୩
ଅକାଳୀ:୨୨-୨୫
ଇଣ୍ଡିଆ ଟୁଡେ
ବିଜେପି: ୧-୪
କଂଗ୍ରେସ:୧୯-୩୧
ଆପ୍‌:୭୬-୯୦
ଅକାଳୀ:୭-୧୧

ୟୁପି ବିଧାନସଭା ନିର୍ବାଚନ ନେଇ ବିଭିନ୍ନ ସଂସ୍ଥା ଦ୍ୱାରା ଏକଜିଟ ପୋଲ ରିପୋର୍ଟ
ଇଟିଜି ରିସର୍ଚ୍ଚ

ବିଜେପି: ୨୩୦-୨୪୫
କଂଗ୍ରେସ:୨-୬
ଏସପି:୧୫୦-୧୬୫
ବିଏସପି:୫-୧୦
ଇଣ୍ଡିଆ ନ୍ୟୁଜ୍‌
ବିଜେପି: ୨୨୨-୨୬୦
କଂଗ୍ରେସ:୧-୩
ଏସପି୍‌:୧୩୫-୧୬୫
ବିଏସପି:୪-୨୫
ନ୍ୟୁଜ୍‌ ୧୮ ପଞ୍ଜାବ
ବିଜେପି: ୨୪୦
କଂଗ୍ରେସ:୪
ଏସପି:୧୪୦
ବିଏସପି:୧୭

hiranchal ad1
Leave A Reply

Your email address will not be published.

3 × three =