ଶ୍ରୀଲଙ୍କାରେ ସ୍ଥିତି ସାଂଘାତିକ, ଚାଉଳ କିଲୋ ୨୨୦ ଛୁଇଁଲା

0 67

କଲମ୍ବୋ: ମୁଦ୍ରାସ୍ଫୀତି ଏବଂ ମୁଦ୍ରାର ମୂଲ୍ୟ ହ୍ରାସ ଯୋଗୁଁ ଶ୍ରୀଲଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ ଅତି ମାତ୍ରାରେ ମହଙ୍ଗା ହୋଇଯାଇଥିବା ଜଣାପଡ଼ିଛି। ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଥିବା ସୁପର୍‌ମାର୍କେଟ୍‌ରେ ପନିପରିବା ଦର ୨ଗୁଣ ହୋଇଯିବା ସହ ଚାଉଳ ଓ ଗହମ ଆଦି ପ୍ରଧାନ ଖାଦ୍ୟ ଯଥାକ୍ରମେ ଟ. ୨୨୦/- ଏବଂ ଟ. ୧୯୦/-ରେ ବିକ୍ରୟ ହେଉଛି। ସେହିପରି, ଚିନି କିଲୋ ଟ. ୨୪୦/-, ନଡ଼ିଆତେଲ ଲିଟର୍‌ ଟ. ୮୫୦/-, ଅଣ୍ଡା ଗୋଟିକୁ ଟ.୩୦/ ଓ ଗୁଣ୍ଡ ଦୁଗ୍ଧ କିଲୋପିଛା ଟ.୧୯୦୦/- ବିକ୍ରୟ ହେଉଛି।

hiranchal ad1
Leave A Reply

Your email address will not be published.

20 + 19 =