ଟୋଲ୍‌ ଫ୍ରି ନଂ:୧୪୫୬୭ ନେଇ ସଚେତନତା କାର୍ଯ୍ୟକ୍ରମ

0 90

ବୌଦ୍ଧ : ମହିଳା ମହାବିଦ୍ୟାଳୟ,ବୌଦ୍ଧ ଠାରେ ଯୁବ ସମାଜସେବୀ ତୋଫାନ ପରିଡ଼ାଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଦ୍ୱାରା ବୃଦ୍ଧ ମହିଳା ଓ ପୁରୁଷମାନଙ୍କ ଯେକୌଣସି ସମସ୍ୟା ଯଥା: ପେନସନ୍‌, ଭତ୍ତା ସମସ୍ୟା, ବୃଦ୍ଧଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଜନିତ ସମସ୍ୟା ଦେଉଥିଲେ, ବୃଦ୍ଧାଶ୍ରମରେ ରହିବା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗୃହୀତ ଟୋଲ୍‌ ଫ୍ରି ନଂ:୧୪୫୬୭ ବିଷୟରେ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ରବିନ୍ଦ୍ରନାଥ ଗୁରୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଅଧ୍ୟାପିକା, ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

thirteen − 1 =