ସେମାନେ ସମସ୍ତେ ମହାରାଷ୍ଟ୍ର ରୁ ଫେରି ଥିଲେ । ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରଖା ଯାଇ ଥିଲା ସେଠାରୁ ସେମାନଙ୍କ ର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇ ଥିଲା।ତାହାର ରିପୋର୍ଟ ପଜିଟିଭ ଆସି ଥିବା ର ସୂଚନା ଦେଲେ ଜିଲ୍ଲା ପାଳ ଅନୁପମ ସାହା । ସେହି ଛଅ ଜଣ ପଜିଟିଭ ବ୍ୟକ୍ତିଙ୍କୁ ଆର ସୀତାପୁର ଠାରେ ଥିବା କୋଭିଡ଼ ହସ୍ପିଟାଲକୁ ପଠା ଯାଇଛି ସେଠାରେ ସେମାନଙ୍କ ର ଚିକିତ୍ସା କରାଯାଉଛି ଜିଲ୍ଲା ପାଳ ସୂଚନା ଦେଇଛନ୍ତି ।