ବାଣୀଗୋଛା ଥାନା ଅଞ୍ଚଳରୁ ଅପହୃତ ନାବାଳିକା କୋଟଗଡ ଅଞ୍ଚଳରୁ ଉଦ୍ଧାର

0 446

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ବାଣୀଗୋଛା ଥାନା ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଗତ ୧୬ ତାରିଖ ରାତିରୁ ଜାମୁସାହିସ୍ଥିତ ଦୁଡୁକିପାଜୁ ଅଞ୍ଚଳରୁ ଏକ ୧୫ ବର୍ଷିୟ ନାବାଳିକାଙ୍କୁ ଅପହରଣ କରି ନିଆଯାଇଥିବା ପରିବାର ପକ୍ଷରୁ ବାଣୀଗୋଛା ଥାନାରେ ଅଭିଯୋଗ ହେବା ପରେ ଥାନା ଅଧିକାରୀ ସଂଜୟ କୁମାର ମଲିକ, କନ୍ଧମାଳ ପୋଲିସ ସହାୟତାରେ କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ସୁବର୍ଣ୍ଣଗିରି ଅଂଚଳରୁ ନାବାଳିକାକୁ ଉଦ୍ଧାର କରିଥିବାବେଳେ ଖବର ଲେଖାଯିବା ସୁଦ୍ଧା ବାଣୀଗୋଛା ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

3 × 4 =