ସମସ୍ୟା ଘେରରେ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ

0 92

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟଟି ସମସ୍ୟା ଘେରରେ ରହିଥିବା ଦେଖିବାକୁ ମିଳିଛି । ଦୀର୍ଘ ୫ ବର୍ଷରୁ ୧୦ ବର୍ଷ ହେବ ଅଫିସର କାର୍ଯ୍ୟରତ କର୍ମଚାରୀଙ୍କ ବଦଳି ହେଉ ନ ଥିବା ସମସ୍ତଙ୍କୁ ଆଚମ୍ବିତ କରିଛି । ସେହି ଭଳି କ୍ଷେତ୍ର କର୍ମଚାରୀ ମାନେ ମଧ୍ୟ ଦୀର୍ଘ ବର୍ଷ ହେଲା ଅନ୍ୟତ୍ର ବଦଳି ହେଉ ନ ଥିବା ଅଭିଯୋଗ ହେଉଛି । ଏପଟେ ରାଜ୍ୟ ସରକାର ୫-ଟି ମୋ ସରକାର କହୁଥିବା ବେଳେ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ତେଣୁ ଏଥିପ୍ରତି ରାଜ୍ୟ ସରକାର ବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇ କାର୍ଯ୍ୟାଳୟରେ ନୂତନ କର୍ମଚାରୀ ନିଯୁକ୍ତି ଦେଇ ଦୀର୍ଘ ବର୍ଷ ହେଲା ତୁରନ୍ତ ବଦଳି କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

one × 3 =