ବାଲୁକା କଳା ମାଧ୍ୟମରେ ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ସଚେତନତା ବାର୍ତ୍ତା

0 68

ପୁରୀ : ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ । ଟିବି ତଥା ଯକ୍ଷ୍ମା ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୪ ରେ ପାଳନ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଟିବି ରୋଗ ଓ ଏହାର ନିରାକରଣ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି । ପୁରୀ ନିଳାଦ୍ରୀ ବିଚରେ ସୁଦର୍ଶନ ଏହି ବାଲୁକା ଚିତ୍ରକଳା କରିଛନ୍ତି । ଯେଉଁଥିରେକି ଚଳିତ ବର୍ଷ ଟିମ୍‌ ତଥା ବାର୍ତ୍ତା ଚ୍ଚରଗ୍ଦ ଙ୍ଗର ମବଦ୍ଭ ରଦ୍ଭୟ ଞଈ କୁ ସ୍ଥାନ ଦେଇଛନ୍ତି । ୬ ଟନ ବାଲିରେ ଏହି ବାଲୁକା ଚିତ୍ର କରିଛନ୍ତି ସୁଦର୍ଶନ ।

hiring

hiranchal ad1
Leave A Reply

Your email address will not be published.

3 × 4 =